• Home
  • Entertainment
  • ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ!
Entertainment

ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ!

“ଚର୍ଚ୍ଚାରେ ଅମ୍ବାନି ପରିବାର”

ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନିଙ୍କ ଘରୁ ଏବେ ଗୋଟିଏ ପରେ ଗୋଟିଏ ବିବାହ ଖବରକୁ ନେଇ ଚାଲିଛି ଚର୍ଚ୍ଚା। କିଛିଦିନ ତଳେ ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କ ନିର୍ବନ୍ଧ ହୋଇଥିବା ଖବର ଆସିଥିଲା। ଚଳିତ ମାସରେ ଇଶାଙ୍କ ସହ ଆନନ୍ଦ ପିରାମଲଙ୍କ ନିର୍ବନ୍ଧ ହୋଇଥିଲା। ଏହାର କିଛି ଦିନ ପୂର୍ବରୁ ମୁକେଶଙ୍କ ବଡ ପୁଅ ଆକାଶ ଅମ୍ବାନିଙ୍କ ସହ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଶ୍ଳୋକା ମେହେତାଙ୍କର ମଧ୍ୟ ନିର୍ବନ୍ଧ ସରିଛି। ଭାଇ ଭଉଣୀଙ୍କ ବିବାହ ସ୍ଥିର ହେବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ମୁକେଶଙ୍କ ସାନ ପୁଅ ଅନନ୍ତ ଅମ୍ବାନି।

ଅନନ୍ତ ଅମ୍ବାନି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାପରେ କଥା ଚାରିଆଡେ ବ୍ୟାପିଛି ଯେ ସେ ମଧ୍ୟ ନିର୍ବନ୍ଧ କରିସାରିଛନ୍ତି । ମାତ୍ର, ପରିବାର ଲୋକଙ୍କ କହିବା ମୁତାବକ ଏହା କେବଳ ଗୋଟେ ଉଡା କଥା ଏହାବ୍ୟତୀତ ଆଉ କିଛି ନୁହେଁ। ଏକ ଫଟୋ ପୋଷ୍ଟ ହେଲା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟବସାୟୀ ବିରେନ ମର୍ଚାଂଟଙ୍କ ଝିଅ ରାଧିକା ମର୍ଚାଂଟ ଅନନ୍ତଙ୍କର ଜଣେ ଭଲ ବାନ୍ଧବୀ ଅଟନ୍ତି । ମାତ୍ର ନିର୍ବନ୍ଧକୁ ନେଇ ଏବେ ଯାଏଁ କେଟଣସି ସଠିକ ଖବର ସାମ୍ନାକୁ ଆସିନାହିଁ।

ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ! anant

ପଢନ୍ତୁ; ସାବିତ୍ରୀବ୍ରତରେ ବଡ ଅଘଟଣ:ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀଙ୍କ ମୃତ

Related posts

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

Krishna Kumar Manoj

The Best Of Ollywood Film Industries In The Year 2016

Jitendra

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More