‘ ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ‘ ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଏହି ନାୟିକା

ବଲିଓଡରେ ନୂଆ ମୁହଁ

ଚଙ୍କି ପାଣ୍ଡେଙ୍କ କନ୍ୟା ଅନନ୍ୟା ପାଣ୍ଡେ କରନ ଜୋହାରଙ୍କ ସିନେମା ‘ ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ‘ ଚଳଚ୍ଚିତ୍ରରେ ନାୟିକା ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସିନେମାରେ ତାଙ୍କର ନାୟକ ସାଯିବେ ‘ ବାଗୀ – ୨ ‘ ର ହିରୋ ଟାଇଗର୍ ଶ୍ରଫ୍ । ଏହାର ସୁଟିଂ ଡେରାଡୁନରେ ଆରମ୍ଭ ହୋଇସାରିଥିବାବେଳେ ଟାଇଗର୍ ଶ୍ରଫ୍ ପ୍ରାରମ୍ଭିକ ପର୍ୟ୍ୟାୟର ସୁଟିଂ ଚଳାଇଛନ୍ତି ।

୨୦୧୨ରେ ମୁକ୍ତିଲାଭ କରିଥିବା ଷ୍ଟୁଡେଣ୍ଟ ଅଫ୍ ଦ ଇୟର ସେ ବର୍ଷର ଅନ୍ୟତମ ହିଟ୍ ଚଳଚ୍ଚିତ୍ର ଥିଲା । ଯୁବପିଢ଼ିଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବେଶ୍ ଆଦୃତ ହୋଇଥିଲା । ପ୍ରଥମ ଭାଗ କରନ୍ ଜୋହର ନିର୍ଦେଶନା ଦେଇଥିବାବେଳେ ଦ୍ବିତୀୟ ଭାଗର ନିର୍ଦେଶନା ଦେଉଛନ୍ତି ପୁନିତ୍ ମଲହୋତ୍ରା ।

ଇଂଜିନିୟରିଂ ଛାତ୍ରୀ ଅନନ୍ୟାଙ୍କୁ ସିନେଜଗତରେ ପାଦ ଥାପିବା ପାଇଁ ଉତ୍ସାହିତ କରିଥିଲେ ନିର୍ଦେଶିକା ଫାରହା ଖାନ୍। ପରେ କରନ୍ ଜୋହରଙ୍କ ସହ ବିଭିନ୍ନ ସୁଟିଂ ସେଟରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ଅନନ୍ୟା। ଏଥରକ ଅଭିନେତ୍ରୀ ହେବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଏହି ନବାଗତା ।

ପଢନ୍ତୁ ;

ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ

ଚଙ୍କି ପାଣ୍ଡେଙ୍କ କନ୍ୟା ଅନନ୍ୟା ପାଣ୍ଡେ କରନ ଜୋହାରଙ୍କ ସିନେମା ' ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ' ଚଳଚ୍ଚିତ୍ରରେ ନାୟିକା ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି - 91%

91%

 ଏହାର ସୁଟିଂ ଡେରାଡୁନରେ ଆରମ୍ଭ ହୋଇସାରିଥିବାବେଳେ ଟାଇଗର୍ ଶ୍ରଫ୍ ପ୍ରାରମ୍ଭିକ ପର୍ୟ୍ୟାୟର ସୁଟିଂ ଚଳାଇଛନ୍ତି - 88%

88%
89.5%

Very Good!

' ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ' ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଏହି ନାୟିକା

ଚଙ୍କି ପାଣ୍ଡେଙ୍କ କନ୍ୟା ଅନନ୍ୟା ପାଣ୍ଡେ କରନ ଜୋହାରଙ୍କ ସିନେମା ' ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ' ଚଳଚ୍ଚିତ୍ରରେ ନାୟିକା ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସିନେମାରେ ତାଙ୍କର ନାୟକ ସାଯିବେ ' ବାଗୀ - ୨ ' ର ହିରୋ ଟାଇଗର୍ ଶ୍ରଫ୍ । ଏହାର ସୁଟିଂ ଡେରାଡୁନରେ ଆରମ୍ଭ ହୋଇସାରିଥିବାବେଳେ ଟାଇଗର୍ ଶ୍ରଫ୍ ପ୍ରାରମ୍ଭିକ ପର୍ୟ୍ୟାୟର ସୁଟିଂ ଚଳାଇଛନ୍ତି ।

No Votes Yet

You're not rated yet