ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
ବିବାହ ବନ୍ଧନରେ ଆବଦ୍ଧ ହେଲେ ହଟ୍ ଯୋଡି ରଣବୀର-ଆଲିଆ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ। ତେବେ ବିବାହ ପରେ ସାମ୍ନାକୁ ଆସିଲା ଆଲିଆ-ରଣବୀରଙ୍କ ବର-ବଧୂ ବେଶର ଫଟୋ। ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହ ପରେ ଏବେ ଦୁହିଁଙ୍କ ଫଟୋ ସାମ୍ନକୁ ଆସିଛି।
ବିବାହ ବନ୍ଧନରେ ଆବଦ୍ଧ ହେଲେ ହଟ୍ ଯୋଡି ରଣବୀର-ଆଲିଆ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ। ତେବେ ବିବାହ ପରେ ସାମ୍ନାକୁ ଆସିଲା ଆଲିଆ-ରଣବୀରଙ୍କ ବର-ବଧୂ ବେଶର ଫଟୋ। ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହ ପରେ ଏବେ ଦୁହିଁଙ୍କ ଫଟୋ ସାମ୍ନକୁ ଆସିଛି। ଆଲିଆ ନିଜ ଇନଷ୍ଟା ଆକାଉଣ୍ଟରେ ବିବାହ ପରର ଫଟୋ ସେୟାର କରିଛନ୍ତି। ରଣବୀରଙ୍କ ସହ ବିଭିନ୍ନ ପୋଜ ଦେଇ ଆଲିଆ ଫଟୋ ଉଠାଇଥିବା ବେଳେ ଦୁହେଁ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି। ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପଡିଛି। ଗତକାଲି ଦୁହିଁଙ୍କ ମେହେନ୍ଦି ସେରିମୋନି ଥିଲା। ଆଜି ହଳଦୀ ଓ ଅପରାହ୍ଣରେ ବାହାଘର। ଏହି ଗ୍ରାଣ୍ଡ ବିବାହରେ ଭଟ୍ଟ ଓ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ଆଲିଆ ଓ ରଣବୀରଙ୍କ କିଛି ଖାସ୍ ବନ୍ଧୁ ମଧ୍ୟରେ ଏଥିରେ ଯୋଗ ଦେଇଥିଲେ। ତେବେ ବଲିଉଡର କିଛି ବଛା ବଛା ସେଲେବ୍ରିଟିଙ୍କୁ ଛାଡି ଦେଲେ ଆଉ କାହାକୁ ବି ଏହି ବିବାହକୁ ଆମନ୍ତ୍ରିତ କରାଯାଇ ନଥିଲା। ବିବାହରେ ସମସ୍ତେ ଧଳା ଓ ଗୋଲାପି ରଙ୍ଗର ଡ୍ରେସ୍ କୋଡ୍ ପିନ୍ଧି ଯୋଗ ଦେଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।