News

୨ ଘଣ୍ଟାରେ ୯ ଥର ଥରିଲା ଆଣ୍ଡାମାନ:ଆଣ୍ଡାମାନରେ ମୃଦୁ ଭୂମିକମ୍ପ

ଆଣ୍ଡାମାନ ଓ ନିକୋବର  ଦୀପପୁଞ୍ଜରେ ସୋମବାର ମାତ୍ର ଦୁଇ ଘଣ୍ଟା ଭିତରେ ୯ ଥର ମୃଦୁ ଭୂମିକମ୍ପ  ଅନୁଭୂତ ହୋଇଛି। ଭୋର ୫ଟା ୧୪ ମିନିଟ୍ ରେ ପ୍ରଥମେ ଭୂମିକମ୍ପ ଅନୁଭୂତ ହେଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୪.୯। କିଛି ସମୟ ପରେ ପୁଣି ଭୂମିକମ୍ପ ହେଲା ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫। ଶେଷଥର ପାଇଁ ୬ଟା ୫୪ରେ ୫.୨ ତୀବ୍ରତର ଭୂକମ୍ପ ଅନୁଭୂତ ହୋଇଥିଲା।

ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଭାରତର ଭୂମିକମ୍ପ ପ୍ରବଣ ଜୋନ  ଭିତରେ ଆସୁଛି। ଏଠାରେ ମାତ୍ର କିଛି ଘଣ୍ଟା ମଧ୍ୟରେ ବାରମ୍ବାର ଭୂମିକମ୍ପ ହେବା କିଛି ନୂଆ କଥା ନୁହେ।
ପଢନ୍ତୁ: ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Related posts

ଜଣା ଶୁଣା ବରିଷ୍ଠ ସାମ୍ବାଦିକ ବିନୋଦ ବର୍ମା ବ୍ଲାକମେଲି ମାମଲାରେ ଗିରଫ

ENO Beuro

ଶ୍ରୀଲଙ୍କାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ପୁଣି କ୍ଷମତାକୁ ଫେରିବେ ନରେନ୍ଦ୍ର ମୋଦି, ଏନଡିଏକୁ ମିଳିପାରେ ୨୮୩ଟି ଆସନ: ଟାଇମ୍‌ସ ନାଓ ସର୍ଭେ

Ratnamani Moharana

Leave a Comment