News

ଭାଇ ଭରସାରେ ଅନିଲ ଅମ୍ବାନି: ଋଣ ବୋଝ କଲାଣି ଅସହ୍ୟ

anil ambani wants help form his brother

ଭାରତର ସବୁଠୁ ବଡ ଧନୀଙ୍କ ସାନ ଭାଇ ଏବେ ଋଣ ବୋଝରେ  ଅତିଷ୍ଠ ।

ମୁକେଶ ଅମ୍ବାନିଙ୍କ  ସାନ ଭାଇ ଏବେ ରଣ ବୋଝରେ ଅତିଷ୍ଠ ହୋଇ ପଡିଲେଣି। ବଡ ଭାଇ ମୁକେଶ ଅମ୍ବାନୀଙ୍କ ଭରସାରେ ଏବେ ଆଗକୁ ବଢିଛନ୍ତି। ରିଲାଏନ୍ସ  ଜିଓ ଇନ୍ଫୋକ୍ମ ସହ ଆରକମ ସେକ୍ଟ୍ରାମ  ବିକ୍ରି ଚୁକ୍ତି  ପାଇଁ ଏକ ଆପତ୍ତି ବିହୀନ ପ୍ରମାଣପତ୍ର  ଜାରି କରିବା ପାଇଁ ସେ ଟେଲିକମ ବିଭଗକୁ ଅନୁରୋଧ କରିଛନ୍ତି ଅନିଲ। ଏହି ଭରସାରେ ଟେଲିକମ ସଚିବ ଅରୁଣା ସୁନ୍ଦରରାଜେନଙ୍କ  ଦ୍ଵାରସ୍ଥ ହୋଇଛନ୍ତି। ସେ ଏକ ପତ୍ରରେ ଲେଖିଛନ୍ତି  ଟେଲିକମ ଡେଶପ୍ୟୁଟ ସେଟେଲମେଣ୍ଟ ଆଣ୍ଡ ଆପୀଲେଟ ଟ୍ରିବ୍ୟୁନାଲର ନିର୍ଦେଶଋ ଏହା ସ୍ପଷ୍ଟ ଯେ, ସେକ୍ତ୍ରମ ସମ୍ବନ୍ଧୀୟ ପୁରୁଣା ବକେୟା ରାଶିର ବୋଝ ଏୟାରଓୟେଭ  ବିକ୍ରେତାଙ୍କର ନୁହେଁ।

 

ସୂଚନାଅନୁଯାଇ, ସେକ୍ଟ୍ରାମ ବାବଦ  ଆରକମର ବକେୟା ରାଶିପାୟନ ଜିଓ ଉତ୍ତରଦାୟୀ   ରହିବ ନହିଁ ବୋଲି ମୁକେଶ ଅମ୍ବାନୀ କହିବା ପରେ ଏହି ଚୁକ୍ତିକୁ ଡଟ ଖାରଜ କରିଦେଇଥିଲା।

ପଢନ୍ତୁ: ଯୁଦ୍ଧ ପାଇଁ ପାକିସ୍ତାନର ପୂର୍ବ ପ୍ରସ୍ତୁତି: ଭାରୀ ଯୁଦ୍ଧାସ୍ତ୍ର ସଜ୍ଜିତ କଲା ପାକିସ୍ତାନ

Related posts

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

ENO Beuro

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ENO Beuro

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ENO Beuro

Leave a Comment