Loading...

ସରିନି ପଶ୍ଚିମାଝଡର ପ୍ରଭାବ, ଆହୁରି କଲବଲ କରିବ କୁଆପଥର ବର୍ଷା ସାଙ୍ଗକୁ ପବନ

ସରିନି ପଶ୍ଚିମାଝଡର ପ୍ରଭାବ, ଆହୁରି କଲବଲ କରିବ କୁଆପଥର ବର୍ଷା ସାଙ୍ଗକୁ ପବନ

ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ କଲବଲ ହେଉଛନ୍ତି ଓଡିଶାବାସୀ। ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍‌ସିଂହପୁର ଆଦି ୭ଟି ଜିଲ୍ଲାରେ ଅପରାହ୍‌ଣରେ କୁଆପଥର ବର୍ଷା ହୋଇଛି।

ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ କଲବଲ ହେଉଛନ୍ତି ଓଡିଶାବାସୀ। ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍‌ସିଂହପୁର ଆଦି ୭ଟି ଜିଲ୍ଲାରେ ଅପରାହ୍‌ଣରେ କୁଆପଥର ବର୍ଷା ହୋଇଛି। ଆକାଶରୁ ପୁଳାପୁଳା କୁଆପଥର ପଡ଼ିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାରୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ଏଥିମଧ୍ୟରେ ପାଣିପାଗ ବିଭାଗର ଆକଳନା ଆହୁରି ଚିନ୍ତାରେ ପଡିଛନ୍ତି ରାଜ୍ୟବାସୀ। ସରିନି ପଶ୍ଚିମାଝଡର ପ୍ରଭାବଆସନ୍ତାକାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.