Entertainment

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

 ଦିଲ୍ଲୀପ ତିର୍କୀଙ୍କ ଚରିତ୍ରରେ ଅଭିନୟ କରିବେ ଅନୁଭବ ମହାନ୍ତି

ଚର୍ଚିତ ତଥା ଲୋକପ୍ରିୟ ହକି ତାରକା , ସାଂସଦ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ ନିର୍ମାଣ ହେବାକୁ ଯାଉଛି । ହକି ବିଶ୍ଵକପ ପୂର୍ବରୁ ଏହି ବାୟୋପିକ ମୁକ୍ତିଲାଭ କରିବ । ଆସନ୍ତା ନଭେମ୍ବର ବେଳକୁ ଏହା ପ୍ରେକ୍ଷାଳୟକୁ ଆସିବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଏହି ବାୟୋପିକ ସେନେମାର କାହାଣୀ ରଚନା ସରିଛି । ବଜେଟ ଅଧିବେଶନ ଶେଷ ହେଲା ପରେ ସିନେମାର ଶୁଟିଙ୍ଗ ଆରମ୍ଭ ହେବ । ଓଲିଉଡ ମେଗା ଷ୍ଟାର ଅନୁଭବ ମହାନ୍ତି ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ । ଅର୍ଥାତ ଦିଲ୍ଲୀପ ତିର୍କୀଙ୍କ ଚରିତ୍ରରେ ଅଭିନୟ କରିବେ ।

ସିନେମାରେ  ଦିଲ୍ଲୀପ ତିର୍କୀଙ୍କ ଜୀବନୀକୁ ଦେଖାଇବାକୁ ଚେଷ୍ଟା କରାଯିବ । ବହୁ କଷ୍ଟ ସ୍ଵୀକାର କରି ଜୀବନରେ କିପରି ସଫଳତା ହାସଲ କରିପାରିଛନ୍ତି ଓ ସେଥିରେ କେମିତି ସଫଳତା ପାଇଛନ୍ତି । ଏତେ କଷ୍ଟରେ ବି ଦିଲ୍ଲୀପ କେବେ ବି ହାର ମାନି ନାହାନ୍ତି । ଶେଷରେ ସଫଳତା ପାଇଛନ୍ତି । ତାକୁ ସିନେମାରେ ଦେଖା ଯିବ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

Related posts

‘୧୦୨ ନଟ ଆଉଟ ’ : ୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଏହି ଦୁଇ ସୁପରଷ୍ଟାର

ENO Beuro

ଆଜି ଓଡିଶା ଆସୁଛନ୍ତି ଦିଶା ପଟାନୀ

ENO Beuro

ଚର୍ଚ୍ଚାରେ ବିଗ୍ – ବିଙ୍କ ସାଥେ ଶ୍ଵେତା ଙ୍କ ଭାଇରାଲ ଫୋଟ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More