• Home
  • Entertainment
  • ମ୍ୟାଡାମ ତୁସାଦ ମ୍ୟୁଜିଅମରେ ସ୍ଥାନ ପାଇବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି
Entertainment

ମ୍ୟାଡାମ ତୁସାଦ ମ୍ୟୁଜିଅମରେ ସ୍ଥାନ ପାଇବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି

ଅନୁଷ୍କାଙ୍କ କଥାକୁହା ମୂର୍ତ୍ତି

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗ୍ଲୋବାଲ ସେଲିବ୍ରେଟି ଭାବେ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ନାମ ପ୍ରଥେମ ଫୋବର୍ସର ୩୦ ଅଣ୍ଡର ୩୦ ଏସିୟ ୨୦୧୮ ତାଲିକାରେ ସାମିଲ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି । ମ୍ୟାଡାମ ତୁସାଦ ମ୍ୟୁଜିଅମରେ ତାଙ୍କର ଏକ କଥାକୁହ ମୂର୍ତ୍ତି ସ୍ଥାନ ପାଇବ। ସବୁଠାରୁ ବଡ କଥା ହେଉଛି ଅନୁଷ୍କାଙ୍କ ଏହି ମୁର୍ତ୍ତି କଥା କହିପାରିବ । ଅନୁଷ୍କା ଦେଶର ପ୍ରଥମ କଳାକାର ଯାହାର କଥା କହୁଥିବା ମୁର୍ତ୍ତି ମ୍ୟୁଜିୟମରେ ସ୍ଥାନ ପାଇବ।

ସୂଚନା ଅନୁଯାୟୀ, ସିଙ୍ଗାପୁରର ମ୍ୟାଡମ୍‌ ତୁଷାଦ ମ୍ୟୁଜିୟମରେ ଅନୁଷ୍କାଙ୍କର ଏହା ପ୍ରଥମ ଷ୍ଟାଚ୍ୟୁ ହେବାକୁ ଯାଉଛି। ଏହି ଷ୍ଟାଚ୍ୟୁରେ ଅନୁଷ୍କାଙ୍କ ହାତରେ ଫୋନ୍‌ ରହିବ। ଫଳରେ ଲୋକମାନେ ତାଙ୍କ ସହ ସେଲ୍‌ଫି ନେଇ ପାରିବେ।

ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଅଭିନୀତ ଫିଲ୍ମ “ସଞ୍ଜୁ”ର ସଫଳତା ପାଇବା ପାଇଁ ଆୟୋଜିତ ପାର୍ଟିରେ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ସେ ଏକ ସହଯୋଗୀ କଳାକାର ଭୂମିକାରେ ନଜର ଆସିଛନ୍ତି। ଆଗକୁ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଜିରୋ’ରେ ଆପଣ ଅନୁଷ୍କାଙ୍କୁ ଦେଖିବାକୁ ପାଇବେ।

ମ୍ୟାଡାମ ତୁସାଦ ମ୍ୟୁଜିଅମରେ ସ୍ଥାନ ପାଇବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି ମ୍ୟାଡାମ ତୁସାଦ ମ୍ୟୁଜିଅମରେ ସ୍ଥାନ ପାଇବ ଅନୁଷ୍କାଙ୍କର କଥାକୁହା ମୂର୍ତ୍ତି anuskha

ପଢନ୍ତୁ;ଆଜି ଟୋକା ଫସିବ,ମାୟାରେ ବାୟା ହେବେ ଦର୍ଶକ

Related posts

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

Krishna Kumar Manoj

ଗର୍ଲଫ୍ରେଣ୍ଡଙ୍କ ସାନଭଉଣୀଙ୍କ ସହ ନଜର ଆସିବେ ସୁଶାନ୍ତ ସିଂହ ରାଜ୍‌ପୁତ୍‌

Krishna Kumar Manoj

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More