• Home
  • Entertainment
  • ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’ର ଧମାଲ : ୪ କୋଟି ରୋଜଗାର
Entertainment

ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’ର ଧମାଲ : ୪ କୋଟି ରୋଜଗାର

ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’କୁ ଦର୍ଶକଙ୍କ ଜବରଦସ୍ତ ରେଶପନସ

ଫିଲ୍ମ ଫ୍ରାଇଡେ ଏବଂ ହୋଲି ଅବସରରେ ରିଲିଜ ହୋଇଛି ଅନୁଷ୍କା ଶର୍ମା ଅଭିନୀତ ହରର୍‌ ସିନେମା  ‘ପରୀ’। ପ୍ରଥମ ଦିନ ରିଲିଜରେ ଏହା ୪ କୋଟି ଟଙ୍କା ବ୍ୟବସାୟ କରିଥିବା ଫିଲ୍ମ ସମୀକ୍ଷକ ରମେଶ ବାଲା ସୂଚନା ଦେଇଛନ୍ତି । ବିଶେଷକରି ଏହାର ବଳିଷ୍ଠ କାହାଣୀ ଦର୍ଶକଙ୍କ ମନ କିଣୁଛି ।

ଏଥିରେ ଅନୁଷ୍କାଙ୍କୁ ଭୂତ ପ୍ରବେଶ କରୁଥିବା ଜଣେ ଯୁବତୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି । ଏହାକୁ ମୋଟ ୧୫ଶହ ସ୍କ୍ରିନରେ ରିଲିଜ କରାଯାଇଛି। ମୋଟ ୧୮କୋଟି ବଜେଟରେ ଏହା ନିର୍ମିତ ହୋଇଛି। ଏହାକୁ ପ୍ରୋସିତ ରୟ ନିର୍ଦ୍ଦେଶନା ଦେଇଛନ୍ତି।

ଏଥିରେ ଅନୁଷ୍କାଙ୍କ ବ୍ୟତୀତ ପରମ୍ବ୍ରତା ଚାଟାର୍ଜୀ, ରିତାଭରୀ ଚକ୍ରବର୍ତ୍ତୀ, ମାନସୀ ମୁଲ୍ଲାନୀ ଏବଂ ରଜତ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଆଗାମୀ ଦିନରେ ଏହା ଅଧିକ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।

ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’ର ଧମାଲ : ୪ କୋଟି ରୋଜଗାର anuska sarma
ପଢନ୍ତୁ ;

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

Related posts

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

Krishna Kumar Manoj

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା

Krishna Kumar Manoj

ବିପାଶା ଓ କରଣ ସିଂ ଗ୍ରୋଭର କେଉଁ ସୋରେ ନଜର ଆସିବେ ଜାଣନ୍ତୁ ? 

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More