News

ଅଭିନୟ ରୁ ରାଜନୀତି, କଟକ ରୁ ଭୁବନେଶ୍ଵର: ଅପରାଜିତାଙ୍କ ରାଜିନୀତିରେ ପ୍ରବେଶ

କଟକରୁ ଭୁବନେଶ୍ୱର ଆସିଲେ ଲୋକପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ଅପରାଜିତା ମହାନ୍ତି

ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ  ଦର୍ଶକ ଶହେରୁ ଅଧିକ ସିନେମାରେ ଦମ୍‌ଦାର୍‌ ଚରିତ୍ରରେ ଦେଖିଛନ୍ତି ଦର୍ଶକ। ଅଭିନୟ ମାଧ୍ୟମରେ ଓଡିଶାର ଲୋକମାନଙ୍କ ମନ ଜିତିନେଇଥିବା ଅଭିନେତ୍ରୀ ଏବେ ପାଦ ଥାପିଛନ୍ତି ରାଜନୀତିରେ। ଅପରାଜିତାଙ୍କୁ ଏଇ ନିକଟରେ ବିଜେପିର କେତେକ ବିଜ୍ଞାପନରେ ଦେଖିବାକୁ ମିଳିଥିଲା କେହି ହୁଏତ ବିଶ୍ବାସ କରିନଥିବେ ଯେ ଅପରାଜିତା ଯୋଗ ଦେଇପାରନ୍ତି  ରାଜନୀତିରେ।

ଆଜି ବିଜେପି ପକ୍ଷରୁ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର (ଉତ୍ତର) ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବାନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଅପରାଜିତା ମହାନ୍ତି କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ସେ ହାରିଯାଇଥିଲେ ହେଲେ ଏଥର ସେ ବିଜେପିରେ ଯୋଗ ଦେଇଛନ୍ତି। ତେବେ କଟକରୁ ଭୁବନେଶ୍ବର ଅଭିନୟରୁ ରାଜନୀତି  ପର୍ଯ୍ୟନ୍ତ ବାଟକୁ କେମିତି ପାର କରୁଛନ୍ତି ଅପରାଜିତା ତାହା ଦେଖିବାକୁ ବାକି ରହିଲା।
ପଢନ୍ତୁ: ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

Related posts

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ENO Beuro

Conjoined Twins Jaga & Balia Went To AIIMS In New Delhi For Treatment

ENO Beuro

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

ENO Beuro

Leave a Comment