POLITICALS

ଆଇଏଏସ ଆଇପିଏସ ଲଢେଇରେ ଆଇଏଏସ ଅପରାଜିତା ଷଡଙ୍ଗୀ ଆଗରେ

Ar

 ଭୁବନେଶ୍ବର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ  ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ମାତ ଦେଇ ଆଗୁଆ ସ୍ଥିତି ବଜାୟ ରଖିଥିବାବେଳେ ସୁନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି ।  ଭୁବନେଶ୍ବର ଲୋକସଭା ପାଇଁ ଆଇଏଏସ ଆଇପିଏସ ଲଢେଇ ହୋଇଥିଲା । ଅର୍ଥାତ ଆଇଏଏସ ପଦବୀ ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗ ଦେଇ ଭୁବନେଶ୍ବର  ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଭାବେ ଅବସରଗ୍ରହଣ କରି ବେଜେଡିରେ ଯୋଗ ଦେଇଥିଲେ ।

ତେବେ ପ୍ରଥମ ଦିନରୁ ଅପରାଜିତାଙ୍କ ପ୍ରଚର ଶୈଳୀ ଆଗରେ ଅରୂପ ପଟ୍ଟନାୟକ ଫିକା ପଡିଯାଇତିଲେ । ଚଳିତ ଥର ବିଜେଡି ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଟିକେଟ ନଦେଇ ଅରୂପ ପଟ୍ଟନାୟକଙ୍କ ଉପରେ ଭରସା କରିଥିଲା । ମାତ୍ର ଏହି ଆଶା ଏବେ ନିରାଶ ଦିଗରେ ଅଗ୍ରସର ହେଉଥିବା ଦେଖାଯାଉଛି।
ପଢନ୍ତୁ: ଭୋଟଗଣତି ସମୟରେ କ୍ୟାବିନେଟ୍‌ ବୈଠକ ଡାକିଲେ ମୋଦି

Related posts

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ

ENO Beuro

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

ENO Beuro

ମଦ ଓ ବନ୍ଧୁକ ସହ ବିଜେପି ବିଧାୟକଙ୍କ ଡ୍ୟାନ୍ସ

Ratnamani Moharana

Leave a Comment