POLITICALS

୨୭ରେ ପଦ୍ମ ଧରିବେ ଅପରାଜିତା ଷଡଙ୍ଗୀ

sarangi

୧୯୯୪ ବ୍ୟାଚର ଓଡ଼ିଆ କ୍ୟାଡର ଆଇଏଏସ୍‍ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନଭେମ୍ବର ୨୭ରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ବିଜେପିରେ ଯୋଗଦେବାକୁ ଯୋଜନା ରହିଛି।

sarangi

ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର ଆସନରୁ ବିଶ୍ବଭୂଷଣ ବିଶ୍ବଭୂଷଣ ଲଢି ଆସୁଛନ୍ତି ଏବଂ ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଭୁବନେଶ୍ବର ଆସନ ପାଇଁ ଆଶାୟୀ । ଅପରାଜିତା ଦଳରେ ଯୋଗଦେବା ପରେ ଭୁବନେଶ୍ବର ଆସନକୁ ନେଇ ବିବାଦ ଉପୁଜିପାରେ ବୋଲି ଆଲୋଚନା ହେଉଥିଲା । ତେବେ ଏନେଇ ବିଶ୍ବଭୂଷଣ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସେ ଆଉ ଭୋଟ୍ ରାଜନୀତିରେ ଅଂଶଗ୍ରହଣ କରିବେ ନାହିଁ । ସେହିଭଳି ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଏଥର ଚିଲିକାରୁ ପ୍ରାର୍ଥୀ ହେବା ପାଇଁ ମନସ୍ତ କରିଛନ୍ତି ।

ସୂଚନା ଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି ଅପରାଜିତା ଷଡଙ୍ଗୀ।

ପଢନ୍ତୁ;ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

Related posts

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ENO Beuro

ଜଗନ ମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତି: ଆନ୍ଧ୍ରରେ ରହିବେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ

Ratnamani Moharana

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Ratnamani Moharana

Leave a Comment