POLITICALS

ଅପରାଜିତାଙ୍କ ଭାଷଣ ଭିଡିଓ ଭାଇରାଲ: ଶୃଙ୍ଖଳା,ଅନୁଶାସନର ପାଠ ପଢାଇଲେ

ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଦଳୀୟ କର୍ମୀଙ୍କୁ କଡା ତାଗିଦ କରିଛନ୍ତି। ଗୋଷ୍ଠୀ କନ୍ଦଳ ଛାଡି ଦଳ ପାଇଁ କାମ କରିବାକୁ ସେ କର୍ମୀ ଶୃଙ୍ଖଳା ଓ ଅନୁଶାନରେ ପାଠ ପଢାଇଥିବା ବେଳେ ଏ ଭିଡିଓ ଏବେ ଭାଇରାଲ ହୋଇଛି। ଫେସବୁକରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓରେ ଅପରାଜିତା ଭାଷଣ ଦେଇ କର୍ମୀଙ୍କୁ ହାରୁଥିବାରୁ ଲାଜ ଲାଗୁ ନାହିଁ ବୋଲି କହୁଥିବା ଦେଖିବାକୁ ମିଳୁଛି। ଯଦି ଭାଜପା ପ୍ରାର୍ଥୀଙ୍କୁ ଜିତାଇ ନ ପାରିବ ତେବେ ଦଳ ଛାଡ଼ିଦିଅ ବୋଲି ଅପରାଜିତା କହୁଥିବା ଏହି ଭାଇରାଲ ଭିଡ଼ିଓରେ ଦେଖାଯାଉଛିି।

aparajita

ମୁଁ ଅନୁରୋଧ କରିବି ଯେଉଁମାନେ କହୁଛନ୍ତି ଯେ ଇଏ ତାର ଲୋକ, ସିଏ ତାର ଲୋକ ସେମାନେ ଦଳ ଛାଡ଼ି ଦିଅନ୍ତୁ । ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ସହ ସାଙ୍ଗରେ ରହିବାର ଅଛି । ମୁଁ ସତ କହୁଛି ଭାରତୀୟ ଜନତା ପାର୍ଟିରେ ମୋର କେହି ନିଜର ଲୋକ ନାହାନ୍ତି । ଭାରତୀୟ ଜନତା ପାର୍ଟି ଭିତରେ ମୁଁ କୌଣସି ଦଳ କି ଗ୍ରୁପର ନୁହେଁ । ମୁଁ ଭାରତୀୟ ଜନତା ପାର୍ଟିର ବିକାଶର ଅଭିମୁଖ୍ୟ ଦେଖି ଦଳକୁ ଆସିଛି । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରରଣା ପାଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ନିଜ ଭାଷଣରେ କହିଛନ୍ତି ।

ପଢନ୍ତୁ; ଆଜି ମହାପ୍ରଭୁଙ୍କ ବନକଲାଗି,୪ ଘଣ୍ଟା ଦର୍ଶନ ମନା

Related posts

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ENO Beuro

କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ENO Beuro

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More