• Home
  • News
  • ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍
News

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍

ଅରବାଜ ଖାଁଙ୍କୁ ନୋଟିସ ପଠାଇଲା ପୁଲିସ

ଆଇପିଏଲ୍‌ରେ ଜୁଆ କାରବାର ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ତାଙ୍କୁ ଥାନାରେ ହାଜିର ହୋଇ ବୟାନ ଦେବାକୁ କୁହାଯାଇଛି।

ଏହି ନୋଟିସ ଶୁକ୍ରବାର ସକାଳୁ ଖାଁଙ୍କ ବାନ୍ଦ୍ରାସ୍ଥିତ ନିବାସକୁ ପଠାଯାଇଥିଲା। ନୋଟିସରେ ଉଲ୍ଲେଖ ଥିଲା ଯେ, ମୁମ୍ବାଇରୁ ଚାଲିଥିବା ର‍୍ୟାକେଟରେ ଅରବାଜଙ୍କ ସଂମ୍ପୃକ୍ତି ରହିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅରବାଜ ଖାଁ, ସୋନୁ ଜାଲାନ ଓରଫ ସୋନୁ ମଲାଡଙ୍କ ର‍୍ୟାକେଟ ସହିତ ସମ୍ପର୍କରେ ଥିଲେ। ଏହି ମାମଲାରେ ୪୨ ବର୍ଷିଅ ଜଣେ ବୁକି ସୋନୁ ଜାଲାନକୁ ଗିରଫ କରାଯାଇଥିଲା।

ଆଇପିଏଲ୍‌ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍ arbaj

ପଢନ୍ତୁ; ଚର୍ମରୋଗ ଦୂର କରିଥାଏ “ହଳଦୀ”! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

Wedding Venues In Kolkata: What To Look For ?

Krishna Kumar Manoj

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

Krishna Kumar Manoj

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More