Celebs News

ଅର୍ଚ୍ଚିତାଙ୍କୁ ମିଳିଲା ଅମରିଶ ପୁରୀ ପୁରସ୍କାର

69014347 336665180547676 1863950467126525952 N

ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ପ୍ରଦାନ କରାଯାଇଛି ଅମରୀଶ ପୁରୀ ଆୱାର୍ଡ ଅଫ ଏକ୍ସିଲେନ୍ସି-2019। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡିଆ। କଳା, ସଂସ୍କୃତି କ୍ଷେତ୍ରକୁ ଅବଦାନ ପାଇଁ ନୂଆଦିଲ୍ଲୀ ଠାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏଲି କ୍ଲବ ଦ୍ଵାରା ଆୟୋଜିତ ଏହି ୨୨ତମ ସମ୍ବର୍ଦ୍ଧନା ଉତ୍ସବ ନୂଆଦିଲ୍ଲୀସ୍ଥିତ ଟିଭୋଳି ଗ୍ରାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବଲିଉଡ କଳାକାର ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଯୋଗ ଦେଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।

ପଢନ୍ତୁ: ଭୁବନେଶ୍ୱରରେ ଆୟୋଜିତ ହେବ ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପ୍

Related posts

Gargi Mohanty – Odia Actress

Jitendra

“Goodly Rath” Is The Famous Musician Of Ollywood

Jitendra

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା

ENO Beuro

2 comments

ହିମେଶଙ୍କ ପରେ ସଲମାନ : ରାନୁଙ୍କୁ ଆଉ ଏକ ବଡ଼ ଅଫର୍ August 28, 2019 at 3:33 pm

[…] ଅର୍ଚ୍ଚିତାଙ୍କୁ ମିଳିଲା ଅମରିଶ ପୁରୀ ପୁରସ… […]

Leave a Comment