SPORTS

ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା

ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା

ଫିଫା ବିଶ୍ୱକପ୍‌ରେ ଗତ କାଲି ଖେଳାଯାଇଛି ୪ଟି ମ୍ୟାଚ୍ । ଏହି ୪ଟି ମ୍ୟାଚ୍ ମଧ୍ୟରେ ନାଇଜେରିଆ ଓ ଆର୍ଜେଣ୍ଟିନା ର ମୁକାବିଲା ବହୁତ ରୋମାଞ୍ଚକର ଥିଲା । ଶେଷରେ ନାଇଜେରିଆକୁ ୨-୧ ଗୋଲ୍‌ରେ ହରାଇ ପ୍ରି-କ୍ୱାଟ୍ରରେ ପ୍ରବେଶ କରିଛି ଆର୍ଜେଣ୍ଟିନା ସେହିଭଳି ଆଇସ୍ଲାଣ୍ଡକୁ ୨-୧ ଗୋଲ୍‌ରେ ହରାଇଛି କ୍ରୋଏସିଆ । ଫଳରେ କ୍ରୋଏସିଆ ପଏଣ୍ଟ ତାଲିକାରେ ଗ୍ରୁପର ଟପ୍‌ରେ ରହିଛି। ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଓ ପେରୁ ମଧ୍ୟରେ ଖେଳାଯାଇଥିଲା । ପେରୁ ୨-୦ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ମାତ ଦେଇଛି। ଏହାଛଡ଼ା ଡେନମାର୍କ ଏବଂ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ଅମୀମାସିଂତ ରହିଛି। ଶେଷ ମିନିଣ୍ଟ ଯାଏ କୌଣସି ଟିମ୍ ଗୋଲ୍ ଦେବାରେ ସଫଳ ହୋଇନଥିଲେ।
ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା marcos rojo afp 625x300 1530043860478

ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା russia soccer wcup nigeria argentina 65e6c942 797b 11e8 8d5f 3f0c905295d2

ପଢନ୍ତୁ : ଆରମ୍ଭ ହେଲା ଚଳିତ ବର୍ଷର ଅମରନାଥ ଯାତ୍ରା

Related posts

ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

ENO Beuro

ଭାରତର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଙ୍କ ନିଆରା କୃତିତ୍ଵ, ନିଜ ନାମରେ କଲେ ଖାସ ରେକର୍ଡ

ENO Beuro

ଦ୍ୱିତୀୟ ଦିନିକିଆରେ ଭାରତର ବିଜୟ ! ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ହରାଇଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More