Loading...

କୋରାପୁଟରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଭୋଟ ମାଗିଲେ ଅରିନ୍ଦମ ରାୟ

କୋରାପୁଟରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଭୋଟ ମାଗିଲେ ଅରିନ୍ଦମ ରାୟ

ମତଦାନ ତାରିଖ ଯେତିକି ପାଖଉଛି, ପରାଚ ମଇଦାନ ସେତିକି ସରଗରମ ହେଉଛି । ଗାଁ ଗାଁରେ ଏବେ ସବୁ ଦଳର ହେଭିୱେଟ୍ ନେତାଙ୍କ ଭାଷଣ ଶୁଣିବାକୁ ମିଳିଛି ।

ମତଦାନ ତାରିଖ ଯେତିକି ପାଖଉଛି, ପରାଚ ମଇଦାନ ସେତିକି ସରଗରମ ହେଉଛି । ଗାଁ ଗାଁରେ ଏବେ ସବୁ ଦଳର ହେଭିୱେଟ୍ ନେତାଙ୍କ ଭାଷଣ ଶୁଣିବାକୁ ମିଳିଛି । କୋରାପୁଟ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସିନେତାରକା ଅରିନ୍ଦମ ରାୟ । କୋରାପୁଟ ଜିଲ୍ଲା ପରିଷଦରେ ପୂର୍ବଥର ଅପେକ୍ଷା ଚଳିତ ନିର୍ବାଚନରେ ବିଜେଡି ଅଧିକ ସିଟ ନେବ ।ଏକଥା କହିଛନ୍ତି ବିଜେଡି ସାଧାରଣ ସଂପାଦକ ଅରିନ୍ଦମ ରାୟ । ଶୁଙ୍କି, ପେଟ୍ରୁ ଯାଉଥିବା ସମୟରେ କୁନ୍ଦୁଲି ହାଟରେ ପ୍ରଚାର କରିଛନ୍ତି ଅରିନ୍ଦମ । ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ମହିଳା ସଭାନେତ୍ରୀ ଲତା ରାୟ ପ୍ରମୁଖ ତାଙ୍କୁ କୁନ୍ଦୁଲିରେ ସ୍ୱାଗତ କରିଥିଲେ । ସେମିଳିଗୁଡା ଜିଲ୍ଲା ପରିଷଦ ଜୋନ ଦୁଇର ବିଜେଡି ପ୍ରାର୍ଥୀ ରାଜୁ ନାୟକଙ୍କ ନିମନ୍ତେ କୁନ୍ଦୁଲି ହାଟରେ ପ୍ରଚାର କରି ଅରିନ୍ଦମ ଶୁଙ୍କି ଅଭିମୁଖେ ଯାଇଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.