• Home
  • Entertainment
  • ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍
Entertainment

ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍

ପୁଣି ଚର୍ଚାରେ ବଲିଉଡ଼ର ମୁନି ମଲାଇକା ଅରୋରା ଓ ଅଭିନେତା ଅର୍ଜୁନ କପୁର। ବହୁତ ଦିନ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ମୁମ୍ବାଇରେ ଲାକମେ ଫ୍ୟାଶନ ୱିକରେ ମଧ୍ୟ ପାଖାପାଖି ବସିଥିଲେ ମଲାଇକା ଓ ଅର୍ଜୁନ। ବହୁ ଦିନ ହେବ ଏ ଦୁଇଜଣଙ୍କ ଆଫେୟାର ନେଇ ବି ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି।

arjun ମଲାଇକା ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍ arjun 1

ଶୁଣିବାକୁ ମିଳିଥିଲା ଯେ ଅରବାଜ ଓ ମଲାଇକାଙ୍କ ଡିଭୋର୍ସ ପଛରେ କାରଣ ହେଉଛି ମଲାଇକା ଓ ଅର୍ଜୁନଙ୍କ କ୍ଲୋଜନେସ୍‌। ଏହାକୁ ନେଇ ଅର୍ଜୁନଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଛନ୍ତି ଭାଇଜାନ ସଲମାନ ଖାନ୍। ଅର୍ଜୁନଙ୍କ ବାପା ବୋନି କପୁରଙ୍କ ସହ ପୁରା ଫ୍ୟାମିଲିଙ୍କ କିନ୍ତୁ ମଲାଇକାଙ୍କ ସହ ତାଙ୍କ ରିଲେସନସିପକୁ ନେଇ ବିଳକୁଲ ଖୁସି ନାହାନ୍ତି। ତଥାପି ବି ଏହି ଯୋଡିକୁ ସର୍ବ ସମ୍ମୁଖରେ ଏକାଠି ଦେଖିବାକୁ ମିଳିଛି। ଲାଗୁଛି ଏହି ରିଲେସନସିପକୁ ନେଇ ସିରିଅସ ଅଛନ୍ତି ଅର୍ଜୁନ ଓ ମଲାଇକା

ପଢନ୍ତୁ;ଆଉ ଏକ ଲଘୁଚାପ ଆଶଙ୍କା,୧୪ଟି ଜିଲ୍ଲାରେ ପ୍ରବଳ ବର୍ଷିବ

Related posts

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

Krishna Kumar Manoj

ଜାଣନ୍ତୁ ସଲମାନ ଖାନ କାହିଁକି ବିଭାହ କରୁ ନାହାନ୍ତି ,ଏ ବିଷୟରେ ନିଜେ ସଲମାନ ମୁହଁ ଖୋଲିଛନ୍ତି

Krishna Kumar Manoj

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More