• Home
  • News
  • ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ
News

ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ

ସଲମାନଙ୍କ ହତ୍ୟା ପାଇଁ ଯୋଜନା

ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ହରିୟାଣା ପୋଲିସର ଏସଟିଏଫ୍ କରିଛି ଏହି ଖୁଲାସା। କଣ୍ଟ୍ରାକ୍ଟ କିଲର୍‌ ସମ୍ପତ ନେହରାକୁ ଗତ ବୁଧବାର ଦିନ ହାଇଦ୍ରାବାଦ୍‌ରୁ ଗିରଫ କରାଯିବା ପରେ ଏକଥା ଜଣାପଡ଼ିଛି। ଅଭିଯୁକ୍ତ ସମ୍ପତ ନେହେରା ଗ୍ୟାଙ୍ଗର ମୁଖ୍ୟ ଲରେନ୍ସ ବିଷ୍ଣୋଇ ନିର୍ଦେଶ ଅନୁସାରେ କାର୍ଯ୍ୟ କରୁଥିବା ପୁଲିସ କହିଛି। ଏହି ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଷ୍ଣୋଇ କଳା ହରିଣ ଶୀକାର ମାମଲାରେ ସଂମ୍ପୃକ୍ତ ଥିବା ମମସ୍ତ ଅଭିଯୁକ୍ତକୁ ପୂର୍ବରୁ ଧମକାଇବାର ନଜିର ରହଥିଲା।

ସୂଚନାଯୋଗ୍ୟ, ସମ୍ପତ ବିଶ୍ରୋଇ ସଂପ୍ରଦାୟ ପାଇଁ କାମ କରୁଛି। ଚଳିତବର୍ଷ ଜାନୁଆରୀ ମାସରେ ସଲମାନଙ୍କୁ କୃଷ୍ଣସାର ମୃଗ ହତ୍ୟା ଘଟଣାରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା। ଏହି ଗ୍ୟାଙ୍ଗ୍‌ ସୋସିଆଲ୍‌ ମିଡିଆରେ ମଧ୍ୟ ସକ୍ରିୟ ରହିଥାନ୍ତି । ଖାସ୍‌ କରି ଫେସବୁକ୍‌ ଏବଂ ହ୍‌ୱାଟସଆପରେ। ଗ୍ୟାଙ୍ଗର ଏହି ସଦସ୍ୟ ନେହେରାଙ୍କ ବିରୋଧରେ ହତ୍ୟା, ସୁପାରୀ ଭଳି କେତେକ ଅଭିଯୋଗ ମଧ୍ୟ ରହିଛି ।ନେହେରାଙ୍କ ସଲମାନଙ୍କୁ ହତ୍ୟା କରିବା ପରେ ବିଦେଶ ଯିବାକୁ ଯୋଜନା ମଧ୍ୟ ରଖିଥିଲା।

ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ gang star

ପଢନ୍ତୁ; ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

Related posts

ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା

Krishna Kumar Manoj

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

Krishna Kumar Manoj

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More