POLITICALS

ଜମ୍ମୁ-କାଶ୍ମୀରରେ ଆଜିଠୁ ଉଛେଦ ହେଲା ଧାରା ୩୭୦

Untitled 1

ଜମ୍ମୁ-କାଶ୍ମୀରରେ ଉଛେଦ ହେଲା  ଧାରା ୩୭୦ ଏବଂ ଆଜିଠାରୁ ଲାଗୁ ହେବ ନୂଆ ଆଇନ । ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ  ରାଷ୍ଟ୍ରପତି ମୋହର ମାରିଲା ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ  ଅଲଗା ହୋଇଯାଇଛି । ଲୋକସଭାରେ ମଙ୍ଗଳବାର ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ଓ ବିପକ୍ଷରେ ୭୦ ଟି ଭୋଟ ପଡିଥିଲା ।

ଏହି ଆଇନ ଅନୁଯାୟୀ ଜମ୍ମୁକଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇବ । ଜମ୍ମୁକାଶ୍ମୀର ଠାରୁ ଅଲଗା ହୋଇଛି ଲଦାଖ । ଦୁଇ କେନ୍ଦ୍ରଶାସିତ ଅଂଚଳରେ ପରିଣତ ହୋଇଛି ଜମ୍ମୁକାଶ୍ମୀର ଓ ଲଦାଖ । ଜମ୍ମୁକାଶ୍ମୀରରେ ବିଧାନସଭା ରହିଥିବାବେଳେ ଲଦାଖରେ ବିଧାନସଭା ରହିବ ନାହିଁ । ଏଣିକି ଏକମାତ୍ର ପତାକା ଭାବେ ଜମ୍ମୁକାଶ୍ମୀରରେ ଉଡିବ ତ୍ରିରଙ୍ଗା ।ସୋମବାର ରାଜ୍ୟସଭାରେ ବିଲ୍ ପାସ୍ ହୋଇଥିବାବେଳେ ମଙ୍ଗଳବାର ଲୋକସଭାରେ ପାସ୍ ହୋଇଥିଲା ବିଲ୍ ।

ପଢନ୍ତୁ: ପ୍ରକାଶ ପାଇଲା ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

Related posts

ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

Ratnamani Moharana

Senior IAS officer Rajiv Gauba Took Charge As The New Union Home Secretary

ENO Beuro

ଭୋଟ୍ ପାଇଁ ଚାଲିଛି ନୋଟ୍‌ ଖେଳ: ଥଳକୂଳ ପାଉନାହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Ratnamani Moharana

Leave a Comment