News

ପୁଣିଥରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ ଜେଟଲୀ

arun

ମେ ମାସରେ କିଡନୀ ପ୍ରତ୍ୟାରୋପଣ ଚିକିତ୍ସା ଯୋଗୁ ଦୀର୍ଘଦିନ ଧରି କାର୍ଯ୍ୟରୁ ଅବ୍ୟାହତି ନେଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପୁଣି ଥରେ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବେ। ସେ ପୁଣି ଥରେ ଅର୍ଥମନ୍ତ୍ରୀ ଭାବେ ଆଜି ୧୧ଟାରେ କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି।

arun

ଜେଟଲୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ସକ୍ରିୟ ହେବା ସହ ଅର୍ଥନୈତିକ ତଥା ଅଣ ଅର୍ଥନୈତିକ ପ୍ରସଙ୍ଗ ଉପରେ ବ୍ଲଗ ଲେଖୁଥିବା ଜଣାପଡିଛି । ଅପରପକ୍ଷରେ ବ୍ୟାଙ୍କିଙ୍ଗ କନକ୍ଲେଭ ତଥା ଭିଡିଓକନଫରେନ୍ସି ଯୋଗେ ଜିଏସ୍‌ଟିର ପ୍ରଥମ ପୂର୍ତ୍ତି ପାଳନ ଅବସରରେ ଯୋଗ ଦେଇଥିଲେ। ମେ ୧୪ରେ ଜେଟଲୀଙ୍କ ସର୍ଜରୀ ହେବା ପରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ।

ସୂଚନାଯୋଗ୍ୟ ୨୦୧୪ ପରଠାରୁ ଜେଟଲୀ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ପଢନ୍ତୁ;୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

Related posts

ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

Ratnamani Moharana

ଶେଷରେ ହାର ମାନିଲା ଚୀନ: ଆଝାର ବ୍ୟାନକୁ କରିବ ସମର୍ଥନ

Ratnamani Moharana

1 comment

Leave a Comment