EnewsOdia.Com

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ଏବେ ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ। ନିକଟରେ ରୟାଲ ଏନଫିଲ୍ଡ ବାଇକରେ ୧୨୨ କିଲୋମିଟର ରାସ୍ତା ଚଳାଇବାର ଏକ ଭିଡିଓ ଦେଖିବାକୁ ମିଳିଥିଲା।

ଏବେ ପ୍ରେମା ଖାଣ୍ଡୁ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ହିଲିଉଡ ଫିଲ୍ମର ହିରୋ ଜେମ୍ସ ବଣ୍ଡ ଲୁକରେ ଦେଖିବାକୁ ମିଳିଛି। ଅଲ ଟେରନ ଚାରି ଚକିଆ ଗାଡ଼ିରେ ବସି ସେ ଡ୍ରାଇଭିଂ କରୁଥିବା ଦେଖିବାକୁ ମିଳିଛି।

ଭାରତ-ତିବ୍ବତ/ଚୀନ ସୀମାରେ ଥିବା ତଓ୍ୱାଂଗ ଜିଲ୍ଲାରେ ଥିବା ବରଫ ପାହାଡର ୧୫ ହଜାର ୬୦୦ ଫୁଟ ଉପରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ୧୦୭ କିଲୋମିଟର ଏହି ଗାଡ଼ି ଚଳାଇ ମଜା ନେଇଥିବା ଦେଖିବାକୁ ମିଳିଛି।

Full throttle at icy heights of Tawang. Enjoy the breathtaking views!

Geplaatst door Pema Khandu op Zondag 27 oktober 2019

ଯାହାର ଭିଡିଓ ପ୍ରେମା ଖାଣ୍ଡୁ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି। ଏହି ଅବସରରେ ସେ ଅରୁଣାଚଳ ପ୍ରଦେଶକୁ ବୁଲିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି।

ପଢନ୍ତୁ: ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

ସମ୍ବନ୍ଧିତ ଖବର

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

Ratnamani Maharana

ଅଣାୟତ୍ତ ହେଲାଣି କରୋନା ଭାଇରସ୍, ଆକ୍ରାନ୍ତ ହେଲେଣି ୨,୮୦୦ ଲୋକ

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana