News

ଓଡିଶା ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

kejriwal

ଲୋୟର ପିଏମଜିରେ ସାଧାରଣ ସଭାରେ ଯୋଗ ଦେବେ

ଆଜି ଓଡିଶା ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌। ଏହି ଅବସରରେ ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ଶ୍ରୀ କେଜ୍ରିଓ୍ଵାଲ୍‌ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି। ତାଙ୍କ ସହ ଅନ୍ୟ କେତେକ ଜାତୀୟ ସ୍ତରରେ ନେତା ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଛନ୍ତି । ସେଠାରେ ଧାରଣାରେ ବସିଥିବା ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିଛନ୍ତି କେଜ୍ରିୱାଲ । ଏହାପରେ ସେ ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେଜ୍ରିୱାଲଙ୍କ ଗସ୍ତ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି ।

ଏହାପରେ ଦଳର ରାଜ୍ୟ କାର‌୍ୟ୍ୟାଳୟକୁ ବୁଲିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଫେରିଯିବେ । କେଜ୍ରିୱାଲଙ୍କ ଗସ୍ତ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି ।

ପଢନ୍ତୁ;  ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

Related posts

ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ENO Beuro

Conjoined Twins Jaga & Balia Went To AIIMS In New Delhi For Treatment

ENO Beuro

ଦିଲ୍ଲୀରେ ସାଇକ୍ଳୋଥନକୁ ଉଦ୍ଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ENO Beuro

Leave a Comment