SPORTS

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

rcb

ଆଗାମୀ ଆଇପିଏଲ ପାଇଁ ବିଭିନ୍ୟ ଫ୍ରାଞ୍ଚାଇଜ ଏବେଠୁ ପ୍ରସ୍ତୁତି ଆରମ୍ବ କରିଦେଇଛନ୍ତି। ପୂର୍ବତନ ଭାରତୀୟ ପେସର ଆଶିଷ ନେହେରା ଆଇପିଏଲ ଫ୍ରାଞ୍ଚାଇଜ୍‌ ରୟାଲ ବାଙ୍ଗାଲୋର ଚ୍ୟାଲେଞ୍ଜର୍ସ (ଆରସିବି) କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଫଳରେ ଦଳର ପୂର୍ବତନ ବୋଲିଂ କୋଚ୍‌ ନେହେରା ବିଶ୍ୱକପ୍‌ ଚାମ୍ପିୟନ କୋଚ୍‌ ଗ୍ୟାରି କ୍ରିଷ୍ଟନଙ୍କ ସହ ଦାୟିତ୍ୱ ବହନ କରିବେ। ପୂର୍ବତନ ଭାରତୀୟ କ୍ରିକେଟର ଗତ ସିଜନରେ ଆର୍‌ସିବି ସହ ଯଡ଼ିତ ହୋଇଥିଲେ।

rcb

ନେହେରା ନିଯୁକ୍ତ ହେବା ପରେ କହିଛନ୍ତି ଯେ,”ଗତ ସିଜନରେ ମୋତେ ଆର୍‌ସିବି କୋଚିଂ ଦଳର ସଦସ୍ୟ ହେବା ଲାଗି ସୁଯୋଗ ମିଳିଥିଲା। ଚଳିତ ଥର ମୋତେ ଦଳର ମୁଖ୍ୟ ଭାବେ ଚୟନ କରାଯାଇଥିବାରୁ ଦଳୀୟ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛି। ଆଗାମୀ ସିଜନରେ ଦଳ ସଫଳ ପ୍ରଦର୍ଶନ କରିବା ନେଇ ମୋର ବିଶ୍ୱାସ ରହିଛି”।

ପଢନ୍ତୁ; ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

Related posts

ବିଶ୍ଵକପ ସେମିରେ ଭାରତକୁ ଝଟକା, ଆଉଟ ହେଲେ ରୋହିତ, ରାହୁଲ୍, ବିରାଟ ଓ ଦିନେଶ

Ratnamani Moharana

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

ୟୁଏସ ଓପନ:ସେରେନା-ଓସାକା ଫାଇନାଲ ମୁକାବିଲା

ENO Beuro

Leave a Comment