SPORTS

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ଏସିଆ କପ୍‌ର ସୁପର-୪ ପର୍ଯ୍ୟାୟରେ ଆଜି ଭାରତ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ବେଶୀ ଗୁରୁତ୍ୱ ରଖୁ ନାହିଁ । କାରଣ ପାକିସ୍ତାନକୁ ହରାଇ ପ୍ରଥମ ଦଳ ଭାବେ ଏସିଆ କପ୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଛି ଭାରତ । ତେଣୁ ଆଜିର ମ୍ୟାଚ୍‌ରେ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ମିଳିପାରେ । ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ପାରନ୍ତି ରୋହିତ ଶର୍ମା । ଶିଖର ଧଓ୍ଵନଙ୍କ ସ୍ଥାନରେ ଖେଳି ପାରନ୍ତି ଲୋକେଶ ରାହୁଲ । ସେହିପରି ମନୀଷ ପାଣ୍ଡେଙ୍କୁ ବି ସୁଯୋଗ ମିଳିପାରେ।

india

ଭାରତକୁ ପରାସ୍ତ କରି ଫାଇନାଲ୍‌ ଖେଳିବାକୁ ଆଶା ରଖିଛି ଆଫଗାନିସ୍ତାନ । ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି ଦଳ । ତେବେ ଗତ ଦୁଇଟି ମ୍ୟାଚ୍‌ରେ ଶେଷ ମୁହୂର୍ତ୍ତରେ ଦଳ ପରାଜିତ ହୋଇଛି । ତେଣୁ ଆଜିର ମ୍ୟାଚ୍‌ରେ ବି ଭାରତକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ ଆଫଗାନିସ୍ତାନ।

ପଢନ୍ତୁ;ରେକର୍ଡ ସୃଷ୍ଟି କରିବେ ପ୍ରଧାନ ବିଚାରପତି: ୬ ଦିନରେ ଦେବେ ୮ ଗୁରୁତ୍ୱପୂର୍ଣ୍ଣ ରାୟ

Related posts

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

ENO Beuro

ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ମାମଲା : ଆଇପିଏଲରୁ ପଡି ପାରନ୍ତି ବାଦ 

ENO Beuro

କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More