Entertainment

ଫିଲ୍ମରେ ଅଭିନୟ କରିବେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା

asima

ଫିଲ୍ମରେ ଅଭିନୟ କରିବେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା। ଆଗାମୀ ଫିଲ୍ମ ‘ମାଲ୍‌ ମହୁ ଜୀବନ ମାଟି: ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କର ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିବେ ଅସୀମା।

asima

ସୂଚନାଯୋଗ୍ୟ ,ଲେଡିବଡ ଏବଂ ଅମର ମ୍ୟୁଜିକର ମିଳିତ ପ୍ରଯୋଜନାରେ ଏହି ସିନେମାଟି ନିର୍ମାଣ ହେଉଛି। ଏହି ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସୁପରଷ୍ଟାର ସବ୍ୟସଚି ଏବଂ ଚୁଲବୁ୍ଲି ନାୟିକା ଏଲିନା। ଫିଲ୍ମଟିର ସଙ୍ଗୀତ ନିର୍ଦେଶନା ଅଭିଜିତ ମଜୁମଦାର ଦେଇଥିବା ବେଳେ ଏହାକୁ ନିର୍ଦେଶନା ଦେଉଛନ୍ତି ରମେଶ ରାଉତ।

ଏହି ଫିଲ୍ମଟି ଆସନ୍ତା ନୂଆ ବର୍ଷକୁ ସାରା ଓଡିଶାର ସିନେମା ହଲରେ ରିଲିଜ କରାଯିବ।

ପଢନ୍ତୁ; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେଲେ ଅଶୋକ ଗେହଲଟ୍‌

Related posts

ଦବଙ୍ଗ ଖାନଙ୍କ ସହ ପୁଣି ରୋମାନ୍ସ କରିବେ ଏହି ଅଭିନେତ୍ରୀ !

ENO Beuro

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

ENO Beuro

ଫ୍ରାଇଡେ ରିଲିଜ୍: ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସହ ମୁହାଁମୁହିଁ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍

ENO Beuro

Leave a Comment