ASTRO

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ହେବ ନା ଆରେଞ୍ଜ

ନିଜ ବାହାଘରକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଥାଏ ଯେମିତି ବାହାଘର ଲଭ ହେବ ନା ଆରେଞ୍ଜ । ଆପଣଙ୍କୁ ନିଶ୍ଚିନ୍ତ ଜାଣିବାକୁ ଇଚ୍ଛାହେଉଥିବ ଆପଣଙ୍କର ବାହାଘର ଲଭ ହେବ ନା ଆରେଞ୍ଜ । ଜନ୍ମ ତାରିଖ ଅନୁସାରେ ଆପଣ ଜାଣି ପାରିବେ ବାହାଘର କେମିତି ହେବ ।

ଜନ୍ମ ତାରିଖ ଅନୁସାରେ ଜାଣନ୍ତୁ ବାହାଘର କେମିତି ହେବ

୧ : ଜନ୍ମ ତାରିଖ ୧, ୧୦, ୧୯ ଓ ୨୮
କେଉଁ ମାସର ଏହି ତାରିଖରେ ଜନ୍ମ ଲୋକ ବହୁତ ଲାଜୁଆ ହେଇଥାନ୍ତି । ମୁଲ୍ୟାଙ୍କ ୧ ସୂଯ୍ୟଙ୍କ ଅଙ୍କ ଅଟେ । ଏହି ସ୍ୱଭାବ ପାଇଁ ଏହି ଲୋକ ମାନଙ୍କର ଆରେଞ୍ଜ ମ୍ୟାରେଜ ହେଇଥାଏ।

୨ : ଜନ୍ମ ତାରିଖ ୨, ୧୧, ୨୦ ଓ ୨୯
ମୁଲ୍ୟାଙ୍କ ୨ ଚନ୍ଦ୍ରମାଙ୍କ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ତାରିଖ ଲୋକଙ୍କୁ ପ୍ରେମ ଧୀରେ ଧୀରେ ହେଇଥାଏ । ଏମାନେ ଲଭ ମ୍ୟାରେଜ କରିଥାନ୍ତି ।

୩ : ଜନ୍ମ ତାରିଖ ୩, ୧୨, ୨୧ ଓ ୩୦
ମୁଲ୍ୟାଙ୍କ ୩ ଗୁରୁଙ୍କ ଅଙ୍କ ଅଟେ । କେଉଁ ବି ମାସର ଏହି ତାରିଖରେ ଜନ୍ମ ହେଇଥିବା ଲୋକ ବହୁତ ଯିଦିଆ ହେଇଥାନ୍ତି ଓ ପ୍ରେମ ବିବାହ ପାଇଁ ସାହାଯ୍ୟ ମଧ୍ୟ ନେଇଥାନ୍ତି । ଏମାନଙ୍କର ବୈବାହିକ ଜୀବନ ସଫଳ ରହିଥାଏ।

୪ : ଜନ୍ମ ତାରିଖ ୪, ୧୩, ୨୨ ଓ ୩୧
ମୁଲ୍ୟାଙ୍କ ୪ ରାହୁଙ୍କ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହେଇଥିବା ଲୋକ ଭଲ ପାଇବାକୁ ବିଶ୍ୱାସ କରି ନଥାନ୍ତି ତେଣୁ ଏମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି।

୫ : ଜନ୍ମ ତାରିଖ ୫, ୧୪ ଓ ୨୩
କେଉଁ ବି ମାସର ଏହି ତାରିଖରେ ଜନ୍ମ ହେଇଥିବା ଲୋକ ପାରମ୍ପରିକ ରୀତିକୁ ଭଲ ପାଇଥାନ୍ତି ତେଣୁ ପରିବାର ସହମତିରେ ବିବାହ କରିଥାନ୍ତି ।

୬ : ଜନ୍ମ ତାରିଖ ୬, ୧୫ ଓ ୨୪
ମୁଲ୍ୟାଙ୍କ ୬ ଶୁକ୍ରଙ୍କ ଅଙ୍କ ଅଟେ । କେଉଁ ବି ମାସର ଏହି ତାରିଖରେ ଜନ୍ମ ହେଇଥିବା ଲୋକ ବହୁତ ଲୋକଙ୍କୁ ଭଲ ପାଇଥାନ୍ତି ତେଣୁ ଏମାନେ କେବେ ଠିକ ଲୋକକୁ ବିବାହ କରି ପରି ନଥାନ୍ତି । ଏହି ତାରିଖରେ ଜନ୍ମ ହେଇଥିବା ଅଧିକାଂଶ ଲୋକ ପ୍ରେମ ବିବାହ କରିଥାନ୍ତି ।

୭ : ଜନ୍ମ ତାରିଖ ୭, ୧୬ ଓ ୨୫
ମୁଲ୍ୟାଙ୍କ ୭ କେତୁଙ୍କ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହେଇଥିବା ଲୋକ ବହୁତ ଲାଜୁଆ ହେଇଥାନ୍ତି ତେଣୁ ଏମାନେ ଆରେଞ୍ଜ ମ୍ୟାରେଜ ହେଇଥାଏ।

୮ : ଜନ୍ମ ତାରିଖ ୮, ୧୭ ଓ ୨୬
ମୁଲ୍ୟାଙ୍କ ୮ ଶନିଙ୍କ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହେଇଥିବା ଲୋକ ଲଭ ହେଉ ବା ଆରେଞ୍ଜ ଜଣକୁ ମରିବା ଯାଏ ଭଲ ପାଇଥାନ୍ତି।

୯ : ଜନ୍ମ ତାରିଖ ୯, ୧୮ ଓ ୨୭
ମୁଲ୍ୟାଙ୍କ ୯ ମଙ୍ଗଳ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ହେଇଥିବା ଲୋକ ବିବାଦକୁ ଭଲ ପାଆନ୍ତି ନାହିଁ ତେଣୁ ଏମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି।

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ହେବ ନା ଆରେଞ୍ଜ marrage

ପଢନ୍ତୁ ;

ଆଖିରେ ଦିଓ୍ଵାନା କରିଥିବା ପ୍ରିୟା ପ୍ରକାଶ ବିବାଦରେ ଫସିଲେ,ପ୍ରିୟାଙ୍କ ବିରୋଧରେ ଏଫଆଇଆର

Related posts

ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ

Krishna Kumar Manoj

ଦାନ କଲାବେଳେ ଧ୍ୟାନ ରଖନ୍ତୁ , ନଚେତ ଭୋଗିବାକୁ ପଡିପାରେ ଦୁଃଖ ଓ କଷ୍ଟ

Krishna Kumar Manoj

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More