SPORTS

ଅଲମ୍ପିକ୍ସ ଦୌଡରେ ଇରଫାନ୍‌

ଅଲମ୍ପିକ୍ସ ଦୌଡରେ ସାମିଲ ହେବେ ଇରଫାନ । ଭାରତର ୱାକ ରେସ ଆଥଲେଟ କେ ଟି ଇରଫାନ ଆଗାମୀ ୨୦୨୦ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନରେ ଚାଲିଥିବା ଏସିଯା ରେସ ୱାକ ଚମ୍ପିୟାନସିପ ପୁରୁଷ ୨୦ କିଲୋ ମଟର ୱାକ ରେସ ଇଭେଣ୍ଟରେ ଏସଡ଼ବଲଇଉ ଚତୁର୍ଥ ସ୍ତାହନ ଅଧିକାର କରିବା ସହ ଅଲମ୍ପିକ୍ସ ତ୍କେତ ହାସଲ କରିଛନ୍ତି।

ଅଲିମ୍ପିକ୍ସ ରେସ୍ ୱାକ୍ ପାଇଁ କ୍ୱାଲିଫିକେସନ୍ ଚଳିତ ବର୍ଷ ଜାନୁଆରୀଠାରୁ ଆରମ୍ଭ ହୋଇଛି ଏବଂ ଏହା ୩୧ ମେ’, ୨୦୨୦ ପର୍ଯ୍ୟନ୍ତ ଚାଲିବ। ଅଲିମ୍ପିକ୍ସ କ୍ୱାଲିଫିକେସନ୍ ପିରିୟଡ ପାଇଁ ଆଥଲେଟିକ୍ସ ଇଭେଣ୍ଟଗୁଡିକ ଚଳିତ ବର୍ଷ ୧, ମେ’ରୁ ଆରମ୍ଭ ହୋଇ୨୦୨୦ ଜୁନ୍ ୨୯ରେ ଶେଷ ହେବ। ତେବେ ଅନ୍ୟ କୌଣସି ଭାରତୀୟ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଇରଫାନ୍ ୧:୨୦.୨୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଦଶମ ସ୍ଥାନରେ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଓ ଜାତୀୟ ରେକର୍ଡ  ସ୍ଥାପନ କରିଥିଲେ।

ପଢନ୍ତୁ: ୨୦୨୦- ୧୭ ବର୍ଷରୁ କମ୍‌ ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଭେନ୍ୟୁ ତାଲିକାରେ ଭୁବନେଶ୍ବର

Related posts

ଏସୀୟ ପାରା କ୍ରୀଡ଼ା:ସନ୍ଦିପ,ରାଜୁ ରକ୍ଷିତା,ସୂୟାଶଙ୍କୁ ସ୍ୱର୍ଣ୍ଣ

ENO Beuro

ବିଶ୍ବକପ୍ କ୍ରିକେଟରେ ଶିଖର ଧୱନଙ୍କ ବିକଳ୍ପ ହେବେ ରିଷଭ ପନ୍ତ

Ratnamani Moharana

ମହିଳା ଦିନିକିଆ ସିରିଜ୍ ଜିତିଲା ଭାରତ

ENO Beuro

Leave a Comment