News

ପୁରୀରେ ଚାଲିଛି ୧୦ ଏଟିଏମ ବସ

ଫନିରେ ସବୁଠାରୁ ଖ୍ୟାତିଗ୍ରସ୍ତ ହୋଇଥିବା ଜିଲ୍ଲା ହେଉଛି ପୁରୀ । ପୁରୀରେ ହିଁ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଫନି । ଗତ ୧୩ ଦିନଧରି ନାହି ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ସହରବାସୀ। ତେବେ ସମବାୟ ପୁରୀରେ ଏବେ ଏଟିଏମ ସେବା ପାଇଁ ପାରୁଛନ୍ତି ଏଠାକାର ଲୋକ। ଦୀର୍ଘ ୪ ଦିନଧରି ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୦ ଟି ଏଟିଏମ ବସ ଲୋକଙ୍କୁ ସମସ୍ତ ବ୍ୟାଙ୍କର ଏଟିଏମ ସୁବିଧା ଯୋଗେଇଦେଉଛନ୍ତି।

ପୂର୍ବାହ୍ନ ୧୦ରୁ ରାତି ୮ ଯାଏ ବଡଦାଣ୍ଡ ଓ ସହରର ବିଭିନ୍ନ ଛକରେ ରହି ଏହି ସେବା ଯୋଗେଇ ଦେଉଛନ୍ତି। ତେବେ କୋରାପୁଟ, ସମ୍ବଲପୁର ଓ ଅନୁଗୁଳରୁ ୨ଟି ଓ ମୟୂରଭଞ୍ଜ, ବ୍ରହ୍ମପୁର ବୌଦ୍ଧ ଓ କେନ୍ଦୁଝରରୁ ଗୋଟିଏ ଲେଖାଁ ଏଟିଏମ ବସ ଏହି ସେବା ଯୋଗେଇ ଦେଉଛନ୍ତି।
ପଢନ୍ତୁ: ଫନି କ୍ଷୟକ୍ଷତି ଆକଳନ କରୁଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍

Related posts

ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ : ଏ ବର୍ଷ ସ୍ୱାଭାବିକ ବର୍ଷା

ENO Beuro

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ENO Beuro

ସୁନା ଗହଣାର ମାନ ବିଷୟରେ ସଠିକ୍ ସୂଚନା ପାଇଁ ସରକାରଙ୍କ ନୂଆ ଯୋଜନା

ENO Beuro

1 comment

Leave a Comment