News

ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଆଳିର ଏକ ସଭାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସୂଚନା ସୂତ୍ରରୁ ପ୍ରକାଶ।

kharabela

ସଭାରୁ ନଗଲେ ହାଣିଦେବାକୁ ଧମକ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି । ଖାରବେଳଙ୍କ ସହ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ବି ଆକ୍ରମଣ ହୋଇଛି ।

ଶ୍ରୀ ସ୍ୱାଇଁଙ୍କର ୨ଜଣ ସହଯୋଗୀ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି । ଏହି ଅଘଟଣ ପରେ ଶ୍ରୀ ସ୍ୱାଇଁ ସଭାକୁ ଅଧାରୁ ବନ୍ଦ କରି ମଂଚ ପରିତ୍ୟାଗ କରିଥିଲେ । ଆହୁରି ମଧ୍ୟ ସାଂସଦ ପ୍ରତାପ ଦେବଙ୍କ ପ୍ରରୋଚନାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ପଢନ୍ତୁ;ତନୁଶ୍ରୀଙ୍କ ବିରୋଧରେ ରାକ୍ଷୀ ଆଣିଲେ ସଙ୍ଗୀନ ଅଭିଯୋଗ ,କହିଲେ ମତେ ବାରମ୍ବାର କରିଥିଲେ ଦୁଷ୍କର୍ମ

Related posts

ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

ENO Beuro

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ

ENO Beuro

The Swine Flu Death Toll Rises to 44, 2 More Deaths Reported Today

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More