SPORTS

କଳିଙ୍ଗରେ ଗୋଲ ବର୍ଷା,ଚୀନ ବିପକ୍ଷରେ ୧୧-୦ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

ଗୋଲ… ଗୋଲ… ଗୋଲ… ପ୍ରତି ମୂହୁର୍ତ୍ତରେ ଗୋଲ ପ୍ରତି କ୍ଵାର୍ଟରରେ ଗୋଲ।ଅଷ୍ଟ୍ରେଲିଆ ଗତକାଲି କଳିଙ୍ଗରେ କରିଥିଲା ଗୋଲ ବର୍ଷା। କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ କୌଣସି ଦଳ ଏତେ ଗୋଲ ବ୍ୟବଧାନରେ ଜିତିବା ଏହା ଏକ ରେକର୍ଡ। ଏଠାରେ ପୂର୍ବରୁ ୨ଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୨୦୧୬-୧୭ ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ମ୍ୟାଚ ଗୁଡ଼ିକ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ୨୦୧୪ରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିର ଡିସେମ୍ବର ୭ରେ ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚରେ ଇଂଲଣ୍ଡ ୮-୨ ଗୋଲରେ ପାକିସ୍ତାନକୁ ହରାଇ ଏପର୍ଯ୍ୟନ୍ତ ରେକର୍ଡର ଅଧିକାରୀ ଥିଲା।

hockey

ଖେଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ମନଇଚ୍ଛା ଗୋଲ୍‌ କରି ବଡ଼ ବ୍ୟବଧାନରେ ପୁଲ୍‌ ପର୍ଯ୍ୟାୟ ଶେଷ କରିଛି ଅଷ୍ଟ୍ରେଲିଆ ଦଳ । ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ରୁ ୩ଟି ବିଜୟ ସହ ସର୍ବାଧିକ ୯ ପଏଣ୍ଟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ସର୍ବାଧିକ ୧୫ଟି ଗୋଲ୍‌ ସ୍କୋର କରିଛି ଦଳ ।

ପଢନ୍ତୁ; ଉତ୍ତରାଖଣ୍ଡରେ ‘କେଦାରନାଥ’ ବ୍ୟାନ୍‌

Related posts

ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

ENO Beuro

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ENO Beuro

ହାଇଦ୍ରାବାଦକୁ ୧୪ରନ୍ ରେ ହରାଇଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More