ଏଣିକି ବିଶ୍ୱବିଦ୍ୟାଳୟରେ ଏକାସାଙ୍ଗରେ ଦୁଇଟି ଡିଗ୍ରୀ କୋର୍ସ ପଢିପାରିବେ ଛାତ୍ରଛାତ୍ରୀ
UGC ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏ ପ୍ରକାର ବ୍ୟବସ୍ଥାକୁ ଲାଗୁ କରିବାକୁ ଚାହୁଁଛନ୍ତି କି ନାହିଁ, ସେ ନେଇ ସେମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଯେଉଁ ବିଶ୍ୱବିଦ୍ୟାଳୟ ଏଥିରେ ଯୋଡ଼ି ହେବାକୁ ଚାହିଁବେ, ସେମାନେ ଏମିତି ପାଠ୍ୟକ୍ରମ ଉପଲବ୍ଧ କରାଇବେ।