ଭାରତର ଜମ୍ମୁ କାଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା
ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
Loading...
ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।
ନୋ ଭେଣ୍ଡିଙ୍ଗ ଯୋନ ଏରିଆରେ କେହି ମଧ୍ୟ ଖାଦ୍ୟ ଠେଲା ବା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଏନେଇ ଆଜି ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ କରାଯାଇଛି।
ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି ।
ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ଚଳିତବର୍ଷ ମୌସୁମୀ ବିଳମ୍ବରେ ଫେରିବ। ଅକ୍ଟୋବର ତୃତୀୟ ସପ୍ତାହ, ଏପରିକି ଦୀପାବଳି ସୁଦ୍ଧା ରାଜ୍ୟରୁ ମୌସୁମୀ ଫେରିବାର ନାହିଁ। ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତରା ପବନ ପ୍ରବାହିତ ହେବାର ସମ୍ଭାବନା କ୍ଷୀଣ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟର ତାପମାତ୍ରା ମଧ୍ୟ ତଳକୁ ଖସିବ ନାହିଁ ଓ ଶୀତ ବିଳମ୍ବରେ ଆସିବ।
CrPC ର ଧାରା ୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ବ୍ୟବସ୍ଥା ହେଉଛି ସାମାଜିକ ନ୍ୟାୟର ଏକ ମାପ ଯାହା ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା । ତେଣୁ ମୋର ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ଏବେ କୌଣସି ଆୟପନ୍ଥା ନାହିଁ, ତେଣୁ ସ୍ତ୍ରୀ-ପିଲାଙ୍କୁ ଭରଣପୋଷଣ ଦେଇପାରିବି ନାହିଁ ବୋଲି କହୁଥିବା ସ୍ବାମୀଙ୍କ ଯୁକ୍ତିକୁ କୋର୍ଟ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟରେ କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସେନେଇ ଉତ୍ତରାଧିକାରୀ ଚୟନ କରିବାକୁ ବର୍ତ୍ତମାନ ଥିବା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍ଙ୍କୁ କେନ୍ଦ୍ର ସରକାର ଜଣାଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଜଷ୍ଟିସ ୟୁୟୁ ଲଳିତ୍ ନଭେମ୍ବର ୮ରେ ଅବସର ନେବେ। ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ।
ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଘୋଷଣା କରାଯାଉଥିବା ବିଭିନ୍ନ ମାଗଣା ଯୋଜନାକୁ ନେଇ ବିତର୍କ ଲାଗି ରହିଥିବାବେଳେ ନିର୍ବାଚନ ଆୟୋଗ (ଇସି) ଏହା ଉପରେ ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ରାଜନୈତିକ ଦଳଗୁଡିକୁ ମାଗଣା ଯୋଜନା ଘୋଷଣାରୁ ଦୂରେଇ ରଖିବା ଲାଗି ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧିରେ ସଂଶୋଧନ ଆଣିବାକୁ ଯୋଜନା କରିଛନ୍ତି।
ମେସେଜିଙ୍ଗ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ହ୍ୱାଟ୍ସଆପ ସୁରକ୍ଷିତ ନଥିବା କହିବା ସହ ଏହାକୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।
ମିଶନ ୨୦୨୪ ପାଇଁ କଂଗ୍ରେସ ଚଳାଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଉ ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମାଣ୍ଡ୍ୟାରେ ପଦଯାତ୍ରା କରିଛନ୍ତି ।
ଆଜି ପୁରୀରେ ବସିବ ଦେବସଭା । ବିଳମ୍ବିତ ରାତିରେ ହେବେ ଗୋଷାଣୀଙ୍କ ମିଳନ ପର୍ବ । ପ୍ରତିକୂଳ ପାଗ ପାଇଁ ଗତକାଲି ମେଳଣକୁ ସ୍ଥଗିତ ରଖିଥିଲା ପ୍ରଶାସନ ।
ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି ।