ଏଥର ବି ବାଲିଯାତ୍ରା ପଡିଆରେ ବାସୀ ଖାଦ୍ୟ
ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି।
Loading...
ବାଲିଯାତ୍ରା ପଡିଆରେ ଚଢାଉ। ଯାତ୍ରାରେ ନିମ୍ନମାନର ଖଦ୍ୟା ବିକ୍ରି ଅଭିଯୋଗ ନେଇ କଟକ ମହାନଗର ନିଗମ ଫୁଡ୍ ସ୍କ୍ଵାର୍ଡ ପକ୍ଷରୁ ଚଢାଉ କରାଯାଇଛି।
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।
ଟ୍ୱିଟର ପରେ ଏବେ ଫେସବୁକ କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଖଦ ଖବର । ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଆଜି ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।
ପଦ୍ମପୁରରେ କିଏ ହେବେ ପ୍ରାର୍ଥୀ ? ୩ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଛନ୍ତି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ ।
ସ୍କୁଲରେ ମାଗଣା କୋଚିଂ, ଉପକୃତ ହେବେ ଗରିବ ମେଧାବୀ । ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରେ । ଅର୍ଥାଭାବ ଯୋଗୁଁ କୋଚିଂ ନେଇପାରନ୍ତିନି ମେଧାବୀ ।
ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତରେ ଥିବା ବେଳେ ପୁଟିନ ବଡ ନିଷ୍ପତ୍ତି ନେଇଛନ୍ତି । ପୁଟିନ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ଏହାପରେ ୟୁକ୍ରେନ ସହ ରୁଷର ଯୁଦ୍ଧ ଶେଷ ଆଡକୁ ଯାଉଛି ବୋଲି କୁହାଯାଉଛି ।
ଆସନ୍ତା ସପ୍ତାହରୁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହ କେତେକ ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ପଡ଼ିବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିବେ। ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।
୩ ବର୍ଷ ତଳେ ସେ କ୍ଷମତାସୀନ ବିଜେପିରେ ସାମିଲ ହୋଇଥିଲେ। ଏବେ ବିଜେପି ତାଙ୍କୁ ନିର୍ବାଚନ ବେଳେ ଦଳୀୟ ଟିକେଟ ଦେବ ବୋଲି ଜଣାପଡ଼ିଛି।ରିଭାବା ଜଣେ ମେକାନିକାଲ ଇଞ୍ଜିନିୟର।
ମହୁଲପୋଚ ଖାଇ ମାତାଲ ହୋଇ ଶୋଇପଡିଲେ ହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ସୀଲପଦା କାଜୁ ଜଙ୍ଗଲରେ। ୨୪ଟିକିଆ ହାତୀ ପଲ ପାଟଣା ରେଞ୍ଜ ଅଞ୍ଚଳରେ ଉପଦ୍ରଵ ଚଳାଇଛନ୍ତି ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।