ମହାକାଶରେ ବୁଲିବାକୁ ୫୦ ଲକ୍ଷ ଟଙ୍କା ଦେବେ ଭାରତୀୟ
ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ ଏବଂ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ ଭଳି ଏକ ଭାରତୀୟ କମ୍ପାନୀ ମଧ୍ୟ ସ୍ପେସ୍ ଟୁରିଜିମର ପ୍ରସ୍ତୁତି ଆରମ୍ଭ କରିଛି । ସ୍ପେସ୍ ଆଣ୍ଡ୍ ଏୟାରସ୍ପେସ୍ ଟେକ୍ନୋଲୋଜି କମ୍ପାନୀ ଡେରାଡୁନରେ ଚଳିତ ମାସରେ ହୋଇଥିବା ବିଜ୍ଞାନ ମେଳାରେ ଏହାର ନମୁନା ଉପସ୍ଥାପନା କରିଥିଲା ।