ରାତି ୨ଟାରୁ ଭୋର ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ଡଙ୍ଗା ଭସାଇବେ ଶ୍ରଦ୍ଧାଳୁ
ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ବୋଲି କହୁ ଥିବା ବେଳେ କାଲି ଡଙ୍ଗାଭସା ପୂର୍ଣ୍ଣିମା ପଡ଼ୁଥିବାରୁ ନୀତି ନିର୍ଘଣ୍ଟ ହୋଇଛି।