ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆରମ୍ଭ ହେଲା ପକ୍ଷୀ ଗଣନା
ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି ।
Loading...
ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି ।
ଚଳିତ ସପ୍ତାହରେ ଆଲୋକିତ ହେବ ରାତି । ଅର୍ଥାତ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂଯର୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡ଼କୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବାକୁ ମିଳିବ ।
ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି।
୨୦୧୨ରେ ‘ଭିଡିଓକନ୍ ଗ୍ରୁପ୍’କୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁରିରେ ଠକେଇ ଓ ଅନିୟମିତତା ଅଭିଯୋଗକୁ ଆଧାର କରି ‘ସିବିଆଇ’ ଡିସେମ୍ବର ୨୪ରେ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍ଙ୍କୁ ଗିରଫ କରିଥିଲା। ଏହି ଋଣ ମଞ୍ଜୁରିରେ କୋଚ୍ଚର୍ ସ୍ବାମୀ ଓ ପରିବାର ଉପକୃତ ହୋଇଥିବା କଥା ଅଭିଯୋଗକାରୀ ଦର୍ଶାଇ ଥିଲେ।
ଟିଭି ସିରିଏଲ୍ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର ଆସୁଥିଲେ।
ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକଙ୍କ ସଂସଦରେ ହଙ୍ଗାମା । ସମର୍ଥକମାନେ ସଂସଦ ଭବନ ଏବଂ ମନ୍ତ୍ରଣାଳୟର ବିଲିଡିଂରେ ଧସେଇ ପଶିଥିଲେ । ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି ।
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି। ଆଜି ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି ।
ଶୁଭିବ ଦମଦାର ସଂଳାପ, ଦୁଲୁକିବ ଯାତ୍ରାମଞ୍ଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ। ୨ ବର୍ଷ ପରେ ପୁଣି ଥରେ ଜମିବ ଖଣ୍ଡଗିରି ମେଳା।
ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି। ସେପଟେ ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଏମ୍ସି ଏକ ଏସ୍ଓପି ଜାରି କରିଛି। ଆୟୋଜକ କମିଟି ସହ ଯାତ୍ରା ମାଲିକମାନେ ଏହି ଏସ୍ଓପି ଆଧାରରେ ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାସିକ ଋତୁସ୍ରାବ ସମୟରେ ଘରୁ କାମ କରିବେ ମହିଳା । ଏପରି ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜସ୍ଥାନ ସରକାର(Work from home during menstruation of women recommended in Rajasthan) ।
ଦେଶରେ ବଢ଼ୁଥିବା ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ଓ ତାଙ୍କର ଦେଖାଶୁଣା କରିବା ଏବେ ବଡ଼ ସଂକଟରେ ପହଞ୍ଚିଛି । ବିଶେଷକରି ଯେଉଁ ପରିବାରରେ ଏକମାତ୍ର ସନ୍ତାନ ଅଛନ୍ତି ସେଠାରେ ସଂକଟ ଅଧିକ ଗମ୍ଭୀର ରହିଛି । ବିଶେଷକରି ବୟସ୍କ ଲୋକଙ୍କ କଥାକୁ ଦୃଷ୍ଟିରେ ରଖି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସହିତ ଜଡିତ ସଂସଦର ସ୍ଥାୟୀ ସମିତି ଶିଶୁଙ୍କ ଦେଖାଶୁଣା ସହିତ ବୃଦ୍ଧ ଲୋକଙ୍କ ଦେଖାଶୁଣା ପାଇଁ ମଧ୍ୟ ଛୁଟି ଦେବାକୁ ସୁପାରିଶ କରିଛି ।ଏ