ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର
ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଶ୍ରୀକ୍ଷେତ୍ରରେ ପୁରୀରେ ଏଥି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେବ ରଥକାଠ ଅନୁକୂଳ।
Loading...
ଆସନ୍ତାକାଲି ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା। ଶ୍ରୀକ୍ଷେତ୍ରରେ ପୁରୀରେ ଏଥି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେବ ରଥକାଠ ଅନୁକୂଳ।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ’ ୧୦ ତାରିଖରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
କ୍ଷଣ କ୍ଷଣକେ ବଦଳୁଛି ରାଜ୍ୟର ପାଣିପାଗ। କାଲି କୋହଲା ଆଜି ଖରା। ପାଣିପାଗର ଆକଳନ ବି ଠିକ ରହୁନି।
ଆଜି ଇସଲାମ ଧର୍ମାବଲମ୍ବୀଙ୍କ ବଡପର୍ବ ଇଦ୍ ଉଲ୍ ଫିତର ପାଇଁ ଉତ୍ସବ ମୁଖର ଓଡିଶା। ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍।
ଟୁଇଟର ମାଲିକ ଭାଇ ଏହି ଟୁଇଟରରେ ଏକ ଏଡିଟ ବଟମ ଲଗାଇଦିଅ ପ୍ଲିଜ!!! ବାରମ୍ବାର ଯେବେ ଭୁଲ ହୋଇଯାଉଛି, ଆଉ ଶୁଭଚିନ୍ତକ ଆମକୁ ଏହା କହୁଛନ୍ତି, ସେତେବେଳେ ପୁରା ଟୁଇଟକୁ ଡିଲିଟ କରିବାକୁ ପଡୁଛି।
ବଲିଉଡ କ୍ୟୁଟ ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ଲଭ ଲାଇଫ୍କୁ ନେଇ ଆଜିକାଲି ହେଡଲାଇନରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ପରିଣୀତି ଆପ୍ ନେତା ରାଘବ ଚଡ୍ଡାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ଶୀଘ୍ର ବିବାହ କରିପାରନ୍ତି।
ଷ୍ଟାରଶିପ୍ କ୍ୟାପସୁଲ ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରକେଟ୍ ସ୍ପେସ ଏକ୍ସ ଦ୍ଵାରା ନିର୍ମିତ ରକେଟ ପରୀକ୍ଷଣ ବେଳେ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଛି।
ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ ।
ପାଠପଢ଼ା ଗୁରୁତ୍ୱ ଦୃଷ୍ଟିରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷାଦାନ ସକାଳ ସମୟରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାବି କରାଯାଇଛି।
ଗୁରୁଚାପ ବଳୟ ପ୍ରଭାବ ହ୍ରାସ ଯୋଗୁଁ ତାପମାତ୍ରା ହ୍ରାସ ପାଉଛି ।ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳି ।
ଆମେରିକାର ସ୍ପେସ ଏଜେନ୍ସି (ନାସା) ପୂର୍ବରୁ ଘୋଷଣା କରିସାରିଥିଲା, ୬୬୦ପାଉଣ୍ଡ (୩୦୦ କିଲୋଗ୍ରାମ) ଓଜନର ଏକ ପୁରୁଣା ଉପଗ୍ରହ ବୁଧବାର ପୁଣିଥରେ ପୃଥିବୀକୁ ଫେରି ଆସିବ।
ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳରେ ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ। ଆରମ୍ଭ ହେଲା ସାଉଥ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପା ପାର୍ଟ୍ -୨ ର ସୁଟିଂ।