ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ହେବ ଶେଷକୃତ
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ।
Loading...
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ।
ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ । ଧନଦାତ୍ରୀ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଜଧାନୀ ଭୁବନେଶ୍ବର ସମେତ ଢେଙ୍କାନାଳ ଓ କେନ୍ଦ୍ରାପଡା ସହ ଉତ୍ସବମୁଖର ହୋଇଉଠିଛି।
ପାଞ୍ଚମାସ ପରେ ବାହାନଗା ରେଳ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ରେଳଡବାଗୁଡ଼ିକୁ ଆଜି ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଏକ କମ୍ପାନିକୁ ଦୁର୍ଘଟଣାଗ୍ରସ୍ତ ଡବା ଓ ଯନ୍ତ୍ରାଂଶ ନେବାକୁ ନିଲାମ୍ ଦିଆଯାଇଛି।
ନିର୍ବାଚନ ଲଢିବି ନାହିଁ ବୋଲି ଆଗରୁ ଘୋଷଣା କରିସାରିଛି। ତଥାପି ଆଗକୁ ଏହା ଉପରେ ତର୍ଜମା କରିବି। ଜଟଣୀବାସୀ ଚାହିଁଲେ, ଏ ବିଷୟରେ ଚିନ୍ତା କରିବି।
ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ଗ୍ରହଣ ପରେ ଭି.କେ ପାଣ୍ଡିଆନ ଆଜି ଭୋର ସମୟରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ଓଡିଶା ମାଟିକୁ ଛୁଇଁଲାଣି ପହିଲି ଶୀତ । ଅନେକ ସ୍ଥାନରେ ଖସିବାରେ ଲାଗିଛି ରାତିର ତାପମାତ୍ରା । ସେପଟେ ପହିଲି ଶୀତର ପହିଲି କୁହୁଡ଼ି ମଧ୍ୟ ଧଳା ଚାଦର ହୋଇ ପ୍ରକୃତି ମାଆକୁ ଧୀରେ ଧୀରେ ଘୋଡ଼ାଇବାକୁ ଚେଷ୍ଟା କରୁଛି।
ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । ତେଣୁ ଆଜି କାର୍ତ୍ତିକ ମାସ ପାଳୁଥିବା ବ୍ୟକ୍ତିଙ୍କ ପାଇଁ ଶେଷ ଆମିଷ ବାର ହୋଇଥିବାବେଳେ ଆମିଷ ଖାଇବାକୁ ଆଜି ଆମିଷ ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।
କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା ।
ଆଉ ଦୁଇଦିନ ପରେ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ଏବେଠୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଜିଲ୍ଲା ପ୍ରଶାସନ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ବ୍ୟବସ୍ଥା କରିଛନ୍ତି।
ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିବେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ତାରିଖରେ ଓଡ଼ିଶା ଆସିବେ।