ଶେଷ ପର୍ଯ୍ୟାୟରେ ଅନୁଭବ-ଵର୍ଷା ଛାଡ଼ପତ୍ର ମାମଲା
ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା।
Loading...
ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି। ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା।
କେତେବେଳେ ବିବାହର ପ୍ରତିଶ୍ରୁତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜେଲ ଯାଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ।
ଜହ୍ନ ପରେ ସୂର୍ଯ୍ୟରେ ଭାରତ ଲେଖିବ ନୂଆ ଇତିହାସ । ମିଶନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ 'ଆଦିତ୍ୟ ଏଲ୧' ।
ଓଡିଶାରେ ବହୁତ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍ଏଫ୍ଏସ୍ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ରେ ଅନ୍ତର୍ଭୁକ୍ତ ହୋଇନଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ପାଇପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଗୁରୁବାର ବିମାନ ଉଡ଼ିବ । ଦିନ ୧୦ଟା ୩୦ରେ ବିମାନ ବନ୍ଦର ଉଦଘାଟନ ହେବାକୁ ଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି।
ରନ୍ଧନ ଗ୍ୟାସ ଉପକ୍ଷୋକ୍ତାଙ୍କୁ ମିଳିଛି ଆଶ୍ଵସ୍ତି। ଲଗାତର ଇନ୍ଧନ ଗ୍ଯାସର ମୂଲ୍ୟ ବୃଦ୍ଧି ପରେ ଇନ୍ଧନ ଗ୍ଯାସର ମୂଲ୍ୟ ୨୦୦ଟଙ୍କା କମିବା ପରେ ଏବେ ଉପୋଭୋକ୍ତା ଏକ ରକମର ଆଶ୍ଵସ୍ତି ଲାଭ କରିଛନ୍ତି।
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୌଣସି ସତର୍କ ସୂଚନା ନାହିଁ l
ସନ୍ନି ଦେଓଲ୍ ଓ ଅମିଷା ପଟେଲ୍ ଷ୍ଟାରର୍ ଫିଲ୍ମ ‘ଗଦର ୨’ ନୂଆ ସଂସଦଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।
ସେପ୍ଟେମ୍ବର ୨ ଶନିବାରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧। ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ ହେବ।
ଜଗାର ଟିକିଏ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଭକ୍ତଗଣ ଆଉ ମହାପ୍ରସାଦ ପାଇ ଆତ୍ମା ତୃପ୍ତି କରି ଖୁସିରେ ଘରକୁ ଫେରିଯାନ୍ତି।