ବ୍ଲଡ଼ ପ୍ରେସର ରୋଗୀଙ୍କ ପାଇଁ ବରଦାନ କାଙ୍କଡ
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ । ଏହାକୁ ଆର୍ୟୁବେଦୀରେ ଔଷଧ ରୂପେ ବ୍ୟବହାର କରାଯାଏ ।
Loading...
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ । ଏହାକୁ ଆର୍ୟୁବେଦୀରେ ଔଷଧ ରୂପେ ବ୍ୟବହାର କରାଯାଏ ।
ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ ।
ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମ ରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣା ରୁ ମୁକ୍ତ ରହିବେ।
୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ।
ଚନ୍ଦ୍ରଯାନ -୩ ଲ୍ୟାଣ୍ଡରରୁ ରୋଭର ବାହାରୁଥିବାରୁ ସଦ୍ୟତମ ଫଟୋ ଇସ୍ରୋ ପକ୍ଷରୁ ଛଡ଼ାଯାଇଛି।ଇସ୍ରୋ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କ୍ରମାଗତ ଭାବେ ଏହି ସମ୍ପର୍କିତ ଭିଡିଓକୁ ଅପଲୋଡ କରୁଛି ।
ଭୁବନେଶ୍ୱର ମହାନଗର ନିଗମକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍ ଯାଇଛନ୍ତି । ଗ୍ରୀସରେ ପହଞ୍ଚିବା ପରେ ମୋଦୀଙ୍କୁ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କରିଛନ୍ତି ଭାରତୀୟ ବଂଶୋଦ୍ଭବ।
୨୦୧୯ ମସିହାରେ ହୋଇଥିବା କୋଭିଡ-19 ମହାମାରୀ ପରଠାରୁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଥିଲା। ଦୀର୍ଘ ୩ ବର୍ଷ ପରେ ପୁଣି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଖାଉଟିଙ୍କୁ ଆଶ୍ଵସ୍ତି, ସେପ୍ଟେମ୍ବର ମାସରୁ କମିବ ପରିବା ଦର। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ହାତେଇଲା "ପ୍ରତୀକ୍ଷା"। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ।
ସ୍ବାଧୀନତା ଦିବସ ପାଳନ ଅବସରରେ ନିୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ସ୍ଥାନ ପାଇଥିଲା ଓଡିଶାର ଗର୍ବ,ଗୌରବ,ସମ୍ମାନ ବୋଲି କୁହାଯାଉଥିବା ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ।
ମାତ୍ର ୨୦ ମିନିଟ୍ ପାଇଁ ଜେଲ୍ ଯାଇ ୨୦୦,୦୦୦ ଡଲାର୍ ‘ବଣ୍ଡ୍’ ବା ମୁଚାଲିକାରେ ମୁକ୍ତ ହେଲେ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।