ଅପରେସନ ଗଜରାଜକୁ ବର୍ଷେ: ସ୍ୱର୍ଗତଃ ଅରିନ୍ଦମ ଦାସ ଓ ସୀତାରାମଙ୍କର ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଠିକ ବର୍ଷେ ତଳେ ମୁଣ୍ଡଳୀ ବ୍ୟରେଜରେ ଏକ ହାତୀ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା। ଏହାପରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଲୋକ ମାନେ ଦେଖି ସଂଗେ ସଂଗେ ସେଠାରେ ଉପସ୍ଥିତ ଲୋକମାନେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା।