ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ
ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଲଗାତାର କିଛି ଦିନ ଧରି ପାରଦ ତଳକୁ ଖସିବାର ନାଁ ଧରୁନି । ଅସହ୍ୟ ଗରମରେ ମୁହଁ ହାତ ପୋଡ଼ି ଯାଉଛି । ଘରେ, ବାହାରେ, ବଜାର, ହାଟ ସବୁଠି ତାତିରେ କଲବଲ ହେଉଛନ୍ତି ଲୋକେ ।
Loading...
ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଲଗାତାର କିଛି ଦିନ ଧରି ପାରଦ ତଳକୁ ଖସିବାର ନାଁ ଧରୁନି । ଅସହ୍ୟ ଗରମରେ ମୁହଁ ହାତ ପୋଡ଼ି ଯାଉଛି । ଘରେ, ବାହାରେ, ବଜାର, ହାଟ ସବୁଠି ତାତିରେ କଲବଲ ହେଉଛନ୍ତି ଲୋକେ ।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ଟ୍ୱିଟରରେ ବିଭିନ୍ନ କୌତୁହଳପୂର୍ଣ୍ଣ ପୋଷ୍ଟିଂ କରନ୍ତି । କେବେକେବେଳ ସେ ଦେଶର ଦକ୍ଷତାକୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଶଳ ସମ୍ପର୍କରେ ଆଲୋଚନା କରନ୍ତି ।
ଗତ ନିର୍ବାଚନ ତୁଳନାରେ ଏଥର କମ ମତଦାନ ହୋଇଥିଲା । ବିଜୟ ପରେ ମାକ୍ରନ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମଜାରି ରଖିବେ । ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି ।
ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଚୀନ ବିରୋଧରେ ଭାରତ ଯେସାକୁ ତେସା ନୀତି ଆପଣାଇଛି। ଭାରତର ପ୍ରାୟ ୨୨,୦୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ଲାଗି ନିଜ ଦେଶକୁ ଯିବା ଲାଗି ଚୀନ ଅନୁମତି ଦେଉ ନଥିବାବେଳେ ଭାରତ ଏହାର ଦୃଢ ଜବାବ ଦେଇଛି। ଜବାବ ସ୍ବରୂପ ଭାରତ ସରକାର ଚୀନର ନାଗରିକଙ୍କୁ ପ୍ରଦାନ କରିଥିବା ସମସ୍ତ ପର୍ଯ୍ୟଟନ ଭିସାକୁ ବାତିଲ କରିଦେଇଛନ୍ତି।
ବାରମ୍ବାର ବ୍ୟାଟେରୀରେ ବିସ୍ଫୋରଣ ଅଭିଯୋଗ ଆସିବା ପରେ ୧୪୪୧ଟି ଇଲେକ୍ଟ୍ରିକ ସ୍କୁଟରକୁ ଫେରାଇନେବାକୁ ଓଲା ନିଷ୍ପତ୍ତି ନେଇଛି | ଓଲା ଇଲେକ୍ଟ୍ରିକ୍ ବଜାରରୁ ୧୪୪୧ ୟୁନିଟ୍ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି |
ଗିରଫ ହେଲେ ଓଡ଼ଇା ଟିଭି ସିରିଏଲ ଅଭିନେତା ଏମ୍ ସୁମନ କୁମାର ଓରଫ୍ ମିଲନ ମହାରଣା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ ସୁମନ।
ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ।
ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସେ ସମ୍ମାନିିତ ହୋଇଥିଲେ। ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସେ ସମ୍ମାନିତ ହୋଇଥିଲେ।
କେବଳ କଖାରୁ ନୁହେଁ, ଏହାର ମଞ୍ଜିରେ ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ବଡି ବିଲ୍ଡିଂରେ ରୁଚି ରଖୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦେଇଥା’ନ୍ତି।କଖାରୁ ମଞ୍ଜିକୁ ପାଉଡର କରି କ୍ଷୀରରେ ଗୋଳାଇ ପିଇଲେ ଅଧିକା ଫାଇଦା ମିଳିଥାଏ।