ଏଣିକି ବାଲକୋନିରେ ଲୁଗା ଶୁଖାଇଲେ ଦେବାକୁ ପଡିବ ଜରିମାନା
ଏଣିକି ଆପଣ ବାଲକୋନୀ ବା ଝରକାରେ କପଡ଼ା ଶୁଖାଇଲେ କିମ୍ବା ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁ ପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ, ଅଥବା ବାଲକୋନୀ ତଳକୁ କୌଣସି ପ୍ରକାରର ଜିନିଷ ପକାଇବା ଦ୍ବାରା ଜରିମାନା ଦେବାକୁ ପଡ଼ିବ ।