ତିହାର ଜେଲ୍ରେ ପୁଣି ଗୋଷ୍ଠୀ ସଙ୍ଘର୍ଷ, ୧୫ କଏଦୀ ଗୁରୁତର
ଦିଲ୍ଲୀର ତିହାର ଜେଲ୍ରେ ପୁଣି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । ୮ ନମ୍ଵର ଓ ୯ ନମ୍ଵର ସେଲ୍ରେ ଥିବା କଏଦୀଙ୍କ ମଧ୍ୟରେ ହୋଇଥିଲା ଏହି ଗୋଷ୍ଠୀ ସଙ୍ଘର୍ଷଗୁରୁତର କଏଦୀମାନଙ୍କ ଚିକିତ୍ସା ଚାଲିଛି।