ବେଲେଶ୍ବରରୁ ମିଳିଲା ସମୁଦ୍ରରେ ବୁଡି ନିଖୋଜ ଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ
ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗତ ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି ।