କୋଭାକ୍ସିନ୍ର ଅନ୍ତର୍ଜାତୀୟ ସପ୍ଲାଏ ବ୍ୟାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଭାରତ ବାୟୋଟେକ୍କୁ ବଡ଼ ଝଟ୍କା। କରୋନା ଟିକା କୋଭାକ୍ସିନ୍ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା।
Loading...
ଭାରତ ବାୟୋଟେକ୍କୁ ବଡ଼ ଝଟ୍କା। କରୋନା ଟିକା କୋଭାକ୍ସିନ୍ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଶାସକ୍ତ ଅବସ୍ଥାରେ କିଛି ଦିନ ତଳେ ଭଟିଣ୍ଡାର ଏକ ଗୁରୁଦ୍ବାରାକୁ ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଗୁରୁଦ୍ବାରାର ମର୍ଯ୍ୟାଦା କ୍ଷୁଣ୍ଣ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସଜିପିସି) ଦାବି କରିଛି।
କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବେ ବିଜେଡି ନେତା ଓ କର୍ମୀ । ଏହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍ରେ ଖରାଛୁଟି ଘୋଷଣା ହୋଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ୍ ଚାଲୁ ରହିବ ଓ ଏଥିପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲ୍ ଚାଲିବ।
ଇମ୍ପସିବଲ୍ ହେଲା ପସିବଲ୍ । କମିଶନରେଟ୍ ପୋଲିସର ମିସନ୍ ଇମ୍ପସିବଲ୍ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ବାଙ୍ଗଲୋରରୁ ଏହି ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି ।
ଭୋଟ ଗଣତି ସରିବାର ୭ ଦିନ ମଧ୍ୟରେ ଇଭିଏମ୍ଗୁଡ଼ିକୁ ଜିଲ୍ଲା ଟ୍ରେଜେରିକୁ ନିଆଯିବା କଥା। ମାତ୍ର ବିଭିନ୍ନ କାରଣ ଲାଗି ଉଠିପାରିନାହିଁ। ସମସ୍ୟା ନେଇ ଆମେ ଅବଗତ ରହିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୧ଟି ରୁମ୍ରେ ଥିବା ଇଭିଏମ୍ଗୁଡ଼ିକୁ ଦୁଇଟି ରୁମ୍କୁ ଅଣାଯିବ।
ପୁଣିଥରେ ଖୋଲିଛି ନର୍କର ଦ୍ୱାରା। ବର୍ଷବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ।
ଆଜି ଦେଖାଯିବ ଗୋଲାପି ଜହ୍ନ । ଆକାଶରେ ଆଜି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖାଯିବ । ଆଜି ‘ଫୁଲ ପିଙ୍କ୍ ମୁନ୍’ ବା ‘ଏପ୍ରିଲ୍ ଫୁଲ୍ ମୁନ୍’ ଦେଖାଯିବ । ସାରା ସପ୍ତାହ ଆକାଶରେ ଦେଖାଯିବ ଗୋଲାପି ଜହ୍ନ ।
ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।
ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ ।
ଜୁଲାଇ ୧ରୁ ରାଜ୍ୟବାସୀଙ୍କୁ ସରକାର ଦେବେ ଭେଟି। ଏହି ଦିନଠାରୁ ପ୍ରତି ଘରକୁ ୩୦୦ ୟୁନିଟ୍ ଯାଏଁ ଫ୍ରି ବିଜୁଳି ସୁବିଧା ମିଳିବ । ମାନ୍ ସରକାର ନିଜର ୩୦ ଦିନର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି ।