ଆରପାରିରେ ଓଡିଆ ସିନେ ଜଗତର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ
ଓଡିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ। ୮୨ ବର୍ଷ ବୟସରେ ବାରିପଦାସ୍ଥିତ ତାଙ୍କ ବାସଭନବରେ ତାଙ୍କ ଦେହାନ୍ତ ହୋଇଛି।
Loading...
ଓଡିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସରୋଜ ପଟ୍ଟନାୟକଙ୍କ ପରଲୋକ। ୮୨ ବର୍ଷ ବୟସରେ ବାରିପଦାସ୍ଥିତ ତାଙ୍କ ବାସଭନବରେ ତାଙ୍କ ଦେହାନ୍ତ ହୋଇଛି।
ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ବୈଶ୍ବିକ ‘ସୂର୍ଯ୍ୟ ନମସ୍କାର ଡେମନ୍ଷ୍ଟ୍ରେସନ୍’ କର୍ଯ୍ୟକ୍ରମ ନିମନ୍ତେ ଆୟୁଷ ମନ୍ତ୍ରାଳୟ ପ୍ରସ୍ତୁତ ରହିଛି
ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି।
ପୁରୀ ବଡ଼ଦାଣ୍ଡକୁ ଆମିଷ ମୁକ୍ତ କରିବା ପାଇଁ ବିଭିନ୍ନ ସଙ୍ଗଠନ ଓ ସେବାୟତଙ୍କ ପକ୍ଷରୁ ଦାବି ଜୋର ଧରିଛି ।
ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର, ୬, ୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ
ଏଥର ନିର୍ବାଚନରେ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର, ୬, ୭୯୪ ସରପଞ୍ଚ, ୬, ୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଲାଗି ମତଦାନ ହେବ
BMC କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଏବେ ସୋସିଆଲ ମିଡିଆର ଯୁଗ ଚାଲିଛି । ଯାହାକୁ ଦେଖିବ କିଏ ହ୍ବାଟ୍ସଆପ୍ ତ ଆଉ କିଏ ଫେସ୍ବୁକ୍, ଇନଷ୍ଟାଗ୍ରାମ୍ରେ ବ୍ୟସ୍ତ ।
ISROକୁ ମିଳିଲା ନୂଆ ମୁଖ୍ୟ । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ ।
ISROକୁ ମିଳିଲା ନୂଆ ମୁଖ୍ୟ । କେ. ଶିବନଙ୍କ ସ୍ଥାନରେ ଏସ. ସୋମନାଥ ହୋଇଛନ୍ତି ନୂଆ ISRO ମୁଖ୍ୟ । ଜାନୁଆରୀ ୧୪ରେ କେ. ଶିବନଙ୍କ କାର୍ଯ୍ୟକାଳ ଶେଷ ହେବ ।
ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି । ଭୁବନେଶ୍ୱରରେ ଥିବା ହାଟର ଭିଡକମାଇବା ପାଇଁ ପୁଣି ଥରେ ହାଟ ଓ ବଜାରକୁ ବିକେନ୍ଦ୍ରୀକରଣ କରିଛି ବିଏମସି ।
ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି ।