ଓଡିଶାରେ ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Loading...
ରାଜ୍ୟରେ ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
‘ଲଡ୍କି ହୁଁ ଲଢ ସକ୍ତି ହୁଁ’ ନାରା ଦେଉଥିବା କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଆଜି ଜନ୍ମଦିନ। ୫୦ବର୍ଷରେ ପାଦ ଦେଇଛନ୍ତି ପ୍ରିୟଙ୍କା।
ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ କୋଭିଡ୍-୧୯ଜନିତ ନିମୋନିଆରେ ଆକ୍ରାନ୍ତ ହୋଇଥିବା ୯୨ ବର୍ଷୀୟ ଲତା ମଙ୍ଗେସ୍କର୍ଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ରୁ ଊର୍ଧ୍ବ ଜିଲ୍ଲାକୁ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ।
ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ତଥା ଦର ଦାମରେ ଅହେତୁକ ବୃଦ୍ଧି କାରଣରୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଗରିବ ଶ୍ରେଣୀୟ ଲୋକମାନେ ଦିନକୁ ୩ ଓଳି ବଦଳରେ ଦୁଇ ଓଳା ଖାଇବାକୁ ପଡୁଛି ।
ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ ।
ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଚରଣ ବିଧି ଲାଗୁ ହୋଇଛି ।
ମିହିର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ । କହିଲେ, ନିଜ ଅଭିନୟ ମାଧ୍ୟମରେ ଅନେକଙ୍କ ହୃଦୟ ଜିତିଥିଲେ ମିହିର ଦାସ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା ।
ପଞ୍ଚଭୂତରେ ବିଲିନ ହେବେ ଭର୍ସାଟାଇଲ ଆକ୍ଟର ସଭିଙ୍କ ଆପଣାର ମିହିର ଦାସ । ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ, ଘାଟ ଓ ପୋଖରୀ ନିକଟରେ ଗହଳି ମନା ।
ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି ।
ଆମେରିକୀୟ ଡାକ୍ତରମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର ହାର୍ଟକୁ ସଫଳତାର ସହିତ ପ୍ରତିରୋପଣ କରାଯାଇଛି।