ପୋଖରାନ୍ ଟେଷ୍ଟ ରେଞ୍ଜରୁ ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ର ସଫଳ ପରୀକ୍ଷଣ
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରୁ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଉଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର ଆଜି ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।